ସିରିଆ କୁ କେନ୍ଦ୍ର କରି ବିଶ୍ଵର ଦୁଇ ମହାଶକ୍ତି ଆମେରିକା ଓ ରୁଷ୍ ହୋଇଛନ୍ତି ଏବେ ରକ୍ତମୁଖା।
ସିରିଆ ଉପରେ ଆକ୍ରମଣ କରିବାକୁ ଆମେରିକା ପ୍ରସ୍ତୁତ ହେଉଥିବା ବେଳେ ତାକୁ ପ୍ରତିହତ କରିବାକୁ ପ୍ରସ୍ତୁତ ଅଛି ରୁସ୍। ତେବେ ଆସନ୍ତା କଲି ଆମେରିକା ର ରାଷ୍ଟ୍ରପତି ଦୋନାଲ୍ଡ ତ୍ରମ୍ପ ଙ୍କ ଟୁଇଟ୍ ରୁ ଏହା ଜଣା ପଡ଼ୁଚି ଯେ ଖୁସ୍ବ ଶୀଘ୍ର ସିରିଆ ଉପରେ ଆକ୍ରମଣ କରିବା ଆମେରିକା।
ଟ୍ରଂପ୍ ଋଷିଆ କୁ ଖୋଲା ରେ ଚାଲେଞ୍ଜ ଦେଇ କହିଛନ୍ତି ଯେ ଆମେରିକା ସିରିଆ ଉପରକୁ ଅତ୍ୟାଧୁନିକ ସ୍ମାର୍ଟ୍ ମିଶାଏଲ୍ ମାଦ କରିବା।ଯଦି ଋଷିଆ ର ଶକ୍ତି ଅଛି ତାହେଲେ ତାକୁ ରୋକିକି ଦେଖାଉ।