ସାଓମି ଆଣୁଛି ନୂଆ ଫୋନ୍: ବ୍ଲାକ ଶାର୍କ,ଜାଣନ୍ତୁ କଣ ଅଛି ସ୍ପେଶିଫିକେସନ

ଶାଓମି ବଜେଟ୍ ଫୋନ ରେ ସଫଳତା ପରେ ଏବେ ଆଣୁଛି ଗେମିଂ ସ୍ମାର୍ଟ ଫୋନ।

ସାଓମୀ ର ଏହି ଫୋନ ର ନାମ ଦିଆ ଯାଇଛି ବ୍ଲାକ ଶାର୍କ।

ନାମ ପରି ଉଚ୍ଚ ମଧ୍ୟ ସ୍ପେଶିଫିକେସନ

ଆସନ୍ତୁ ଜାଣିବା କଣ କଣ ସୁବିଧା ରହିଛି ଏହି ଫୋନ ରେ

  • ୨୦ ମେଗା pixil ର ଆଗ କ୍ୟାମେରା।
  • ପଛରେ ୨ କ୍ୟାମେରା, ଗୋଟିଏ ୨୦megapixel
    ଏବଂ ଅନ୍ୟଟି ୧୨ megapixel ।
  • ୫.୯୯ ଇଞ୍ଚ ର ଡିସ୍ପ୍ଲେ।
  • ଫୋନ ପଛରେ ଜଳୁଥିବା ଲୋଗୋ।
  • ସ୍ନାପ ଦ୍ରଗନ୍ ୮୪୫ ପରି ଶକ୍ତିଶାଳୀ ପ୍ରୋସେଶର।
  • ୪୦୦୦ mah ର ଲମ୍ବା ବ୍ୟାଟେରୀ।

Leave a Reply

Your email address will not be published. Required fields are marked *