ନାବାଳିକାଙ୍କ ଦୁଷ୍କର୍ମକାରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ମୃତ୍ୟୁଦଣ୍ଡ : ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଘୋଷଣା

ଦେଶରେ ନାବାଳିକା ଧର୍ଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି I ଏହା ନିହାତି ଭାବରେ ଏକ ଲଜ୍ୟା ଜଣକ ଏବଂ ଦେଶ ପାଇଁ ଭୟଙ୍କର ସମସ୍ୟା I ତେବେ ନାବାଳିକା ଧର୍ଷଣ କୁ ରୋକିବାକୁ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ  ନେବାକୁ ଯାଉଛନ୍ତି ଏକ କଠୋର ନିଷ୍ପତି I 


ଏନେଇ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଘୋଷଣା କରିଛନ୍ତି ଯେ ନାବାଳିକାଙ୍କ ଦୁଷ୍କର୍ମକାରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ମୃତ୍ୟୁଦଣ୍ଡ, ରାଜ୍ୟରେ ନୂଆ ଆଇନ ଆଣିବାକୁ ମେହବୁବାଙ୍କ  ଦେଇଛନ୍ତି ପ୍ରତିଶ୍ରୁତି I ଏହା ଏକ ଯୁଗାନ୍ତକାରୀ ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପI

Leave a Reply

Your email address will not be published. Required fields are marked *