ଦିନକୁ ମାତ୍ର ତିନି ଥର ଖାଆନ୍ତୁ ଏହି ଜିନିଷ: ଡାଇବେଟିସ୍ ହୋଇଯିବ ମୁଳରୁ ଶେଷ।

ଡାଇବେଟିସ୍ ଏପରି ଏକ ରୋଗ ଯାହା ଥରେ ହୋଇଗଲେ ଜୀବନ ସାରା ଭୋଗିବାକୁ ପଡ଼ିଥାଏ। ଆଧୁନିକ ଚିକିତ୍ସା ବିଜ୍ଞାନ ଅନୁସାରେ ଡାଇବେଟିସ୍ ପୂର୍ଣ୍ଣ ରୂପେ ଶେଷ ହୁଏ ନାହିଁ। କିନ୍ତୁ ଏହା ଉପରେ ନିୟନ୍ତ୍ରଣ ରଖା ଯାଇ ପାରିବ।

  • ସୁଗାର୍ କୁ କମ୍ କରିବାକୁ ଶାରୀରିକ ଯୋଗାସନ ନିତାନ୍ତ ଆବଶ୍ୟକ। ସକାଳ ସମୟରେ ଖାଲି ପାଦ ରେ ଘାସ ରେ ବୁଲନ୍ତୁ।
  • ଅତି କମ୍ ରେ ୮ ଘଣ୍ଟା ସୁଅନ୍ତୁ।
  • ସବୁପ୍ରକାର ମାନସିକ ଚିନ୍ତା ରୁ ଦୂରେଇ ରୁହନ୍ତୁ।
  • ଧୁମ୍ରପାନ କରନ୍ତୁ ନାହିଁ।
  • ଲୁଣ କମ୍ ଖାଆନ୍ତୁ।
  • ପ୍ରତିଦିନ ଅତିକମ୍ ରେ ୬ ଲିଟର ପାଣି ପିଅନ୍ତୁ।

୧. ସାରୁ

ସାରୁ ରୁ ପର୍ଯ୍ୟାପ୍ତ ପରିମାଣ ରେ ଫାଇବର୍ ଓ ଆଣ୍ଟି ଅକସିଡାନ୍ଟ ମିଳିଥାଏ। ତେଣୁ ସାରୁ କୁ ଖାଇବା ନିତାନ୍ତ ଆବଶ୍ୟକ

୨. କଲରା

କଲରା ପୁରା ଶରୀର ର ଗ୍ଲୁକୋଜ କୁ ନିୟନ୍ତ୍ରିତ କରିଥାଏ।

ଅଧିକ ରୁ ଅଧିକ କଲରା ଜୁସ୍ ପିଆନ୍ତୁ।

୩.ମେଥି

ମେଥି ରେ ମଧୁମେହ କୁ ନିୟନ୍ତ୍ରିତ କରିବାର କ୍ଷମତା ଅଛି।ଏହା ବ୍ଲଡ଼ ସୁଗର୍ କୁ କମ୍ କରିଥାଏ।

୪. ଜାମୁ କୋଳି

ଜାମୁ କୋଳି ଶରୀର ର ମିଠା କୁ ବହୁତ୍ ପରିମାଣ ରେ ମଧ୍ୟ ନିୟନ୍ତ୍ରଣ କରିଥାଏ।

ତେବେ ପ୍ରତିଦିନ ଖାଆନ୍ତୁ ଏହି ସବୁ ଜିନିଷ। ଆଉ ଡାଇବେଟିସ୍ କୁ କୁହନ୍ତୁ ଟା ଟା।

Leave a Reply

Your email address will not be published. Required fields are marked *