ଯେବେ ଆଇନ ର ରକ୍ଷକ ସାଜେ ଭକ୍ଷକ : ୭.୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ବିଚାରପତି ଗିରଫ

ଯେବେ ଆଇନ ର ରକ୍ଷକ ସାଜେ ଭକ୍ଷକ : ୭.୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ବିଚାରପତି ଗିରଫ

ବିଚାରପତି ଙ୍କ ପ୍ରତି ସ୍ଵତ ପ୍ରଭୂତ ଭାବରେ ଆମ ମନରେ ଭକ୍ତି ଏବଂ ଶ୍ରଦ୍ଧା ଆସେ I ଆମ ବିଶ୍ୱାସ ଦୋଷୀ ଙ୍କୁ ଉଚିତ ଦଣ୍ଡ ଏବଂ ନିର୍ଦୋଷୀ କୁ ନ୍ୟାୟ ଦେଇଥାନ୍ତି  ବିଚାରପତି I କିନ୍ତୁ ସାମାନ୍ୟ କେତେଟା ଟଙ୍କା ପାଇଁ ବିଚାରପତି ଗାରିମା କୁ କଳଙ୍କିତ କରିଛନ୍ତି ହାଇଦ୍ରାବାଦ ମେଟ୍ରୋପଲିଟାନ୍ ସେସନ୍ ବିଚାରପତି ଏସ୍.ରାଧାକୃଷ୍ଣ  I ମିଳିଥିବା ସୂଚନା ଅନୁଯାଇ ,ଦଣ୍ଡିତ ହେଇଥିବା ଜଣେ ଅଭିଯୁକ୍ତଙ୍କୁ ଜାମିନ କରାଇଦେବା ଲାଗି  ଏସ୍.ରାଧାକୃଷ୍ଣ ସହଯୋଗୀ  ଓକିଲ କେ. ଶ୍ରୀନିବାସ ରାଓ ଏବଂ ଜି. ସତୀଶ କୁମାର ଙ୍କ ମାଧ୍ୟମ ରେ   ୭.୫ ଲକ୍ଷ ଟଙ୍କା  ଲାଞ୍ଚ ମାଗିଥିଲେ I ଫଳରେ ଗତ ୧ ନଭେମ୍ବର ୨୦୧୭ରେ  ରେ ଲାଞ୍ଚ ବାବଦ  ୭.୫ ଲକ୍ଷ ଟଙ୍କା  ନେବା ପରେ ବିଚାରପତି ଅଭିଯୁକ୍ତ କୁ ଜାମିନ ଦେଇଥିଲେ  I ଘଟଣା ଜଣାପଡିବା ପରେ ଏସ୍.ରାଧାକୃଷ୍ଣ  `ଙ୍କୁ ଗିରଫ କରାଯାଇଛି I

Leave a Reply

Your email address will not be published. Required fields are marked *