ଜନ୍ମ ନେଲା ଦୁଇମୁଣ୍ଡିଆ ଶିଶୁ

ବେଳେବେଳେ ବଡ ଚକିତ ଜନକ ଘଟଣା ଘଟେ ଯାହା ଆଖିରେ ଦେଖିଲେ ମଧ୍ୟ ବିଶ୍ୱାସ ହୁଏନି I ସେହିପରି ଏକ ଘଟଣା ଘଟିଛି ହାରାଷ୍ଟ୍ରର ବିଡ଼ିଘରକୁଲ ଗ୍ରାମରେ I ଜଣେ ମହିଳା ଏକ ଦୁଇମୁଣ୍ଡିଆ ଶିଶୁ କୁ ଜନ୍ମ ଦେଇଛନ୍ତି I  ଶିଶୁ ଟି ଜନ୍ମ ନହେଇପାରିବାରୁ ଅସ୍ତ୍ରାପଚାର ଦ୍ୱାରା  ସିଭିଲ ଡ଼ାକ୍ତରଖାନାରେ  ମହିଳାଙ୍କର ପ୍ରସବ କରାଯାଇଥିଲା I 


ଅନ୍ୟ ଶିଶୁ ମାନଙ୍କ ପରି ଏହି ଦୁଇମୁଣ୍ଡିଆ ଶିଶୁର ଶରୀର ର ଅନ୍ୟ ସମସ୍ତ ଅଂଶ ଠିକ ଥାକ ଥିଲାବେଳେ ଦୁଇଟି ମୁଣ୍ଡ ଯୋଗୁ ଶିଶୁ ର ସ୍ୱାସ୍ଥ୍ୟବସ୍ଥା ଜଟିଳ ଅଛି I ତେବେ ଅଭିଜ୍ଞ ଡାକ୍ତର ମାନଙ୍କ ତତ୍ୱାବଧାନ ରେ ଶିଶୁଟିକୁ ଦେଖାରଖା କରାଯାଉଛି I

Leave a Reply

Your email address will not be published. Required fields are marked *