ଏହି ଚାରି ପ୍ରକାର ନାରୀଙ୍କୁ ବିବାହ କଲେ ଜୀବନ ନର୍କ ହେଇଯାଏ

ଘରକୁ ସୁନ୍ଦର ତଥା ଧନ ଜନ ରେ ଗଢି ତୋଳିବା ସ୍ତ୍ରୀ ର କର୍ତବ୍ୟ ,  କଥାରେ ଅଛି ଜଣେ  ସ୍ତ୍ରୀ ଚାହିଁଲେ ଘରକୁ ଯୋଡ଼ିପାରି , ଆଉ ଘରକୁ ଭାଙ୍ଗିପାରେ ମଧ୍ୟ I ଶାସ୍ତ୍ର କହୁଛି ଚାରୋଟି ଲକ୍ଷଣ ଥିବା ମହିଳା ଙ୍କୁ ବିବାହ କରିବା ଉଚିତ ନୁହେଁ I ଏମାନଙ୍କୁ ବିବାହ ଦ୍ୱାରା କେବଳ ଘରେ ଅଶାନ୍ତି ଏବଂ ଧନ ହାନି ହେଇଥାଏ I 

1)  ଯେଉଁ ନାରୀ ମାନେ  କଥା କଥାକେ ଅନ୍ୟକୁ କଷ୍ଟ ଦେଲା ଭଳି କଥା କୁହନ୍ତି , ଏମାନଙ୍କୁ ମା ସରସ୍ବତୀ  ପ୍ରସନ୍ନ ହେଇନଥାନ୍ତି , ଏମାନଙ୍କ ପାଇଁ ଘରେ ସବୁବେଳେ ଝଗଡା ଅଶାନ୍ତି ଲାଗିରହିଥାଏ I


 

2)  ନିଜ କୁଟୁମ୍ବ କିମ୍ବା ପରିବାର ର ସମ୍ପର୍କୀୟ ମାନଙ୍କ ସହିତ କେଭେଁବି ବିବାହ କରିବା ଉଚିତ ନୁହେଁ I 
3) ଯେଉଁ ନାରୀ ମାନେ ସୂର୍ଯ୍ୟ ଉଦୟ ହେବା ର   ବହୂ ବିଳମ୍ବ ପର୍ଯ୍ୟନ୍ତ ଶୋଇରହିଥାନ୍ତି , ଏମାନଙ୍କ ଉପରେ ମା ଲକ୍ଷ୍ମୀ କ୍ରୋଧିତ ହେଇଥାନ୍ତି , ଏମାନେ ସାଧାରଣତଃ ଅଳସୁଆ ହେଇଥାନ୍ତି , ଘରର ଦାୟିତ୍ୱ ଠିକ ସେ ଏମାନେ ତୁଲେଇ ପାରନ୍ତି ନାହିଁ I 

4) ବହୁ ପୁରୁଷ ବନ୍ଧୁ ଙ୍କ ସହିତ ଯେଉଁ ନାରୀ ସମ୍ପର୍କ ରଖିଥାଏ  ଏବଂ ପର ପୁରୁଷ ରେ ମନ ରଖିଥାଏ  ଏମାନଙ୍କୁ କେଭେଁଭି ବିବାହ କରିବା ଉଚିତ ନୁହେଁ

Leave a Reply

Your email address will not be published. Required fields are marked *