ଏଥର ଫେସ୍ ବୁକ୍ ରୁ କରନ୍ତୁ ମୋବାଇଲ ରିଚାର୍ଜ: ଫେସବୁକ୍ ଆଣିଲା ନୂଆ ଫିଚର

ଫେସବୁକ୍ ଦୁନିଆ ର ବର୍ତ୍ତମାନ ରେ ସବୁଠୁ ଅଗ୍ରଣୀ ସୋସିଆଲ ମିଡ଼ିଆ। ଏହା ପ୍ରତିଦିନ କିଛି କିଛି ଛୋଟ ହେଉ ଅବା ବଡ଼ ଅପଡେଟ ଆଣୁଚି। ତେବେ ଏବେ ଅହ ମୋବାଇଲ ରିଚ୍ ସେବା କୁ ଅନ୍ତର୍ଭୁକ୍ତ କରୁଚି।

ତେବେ ଆସନ୍ତୁ ଜାଣିବା କିପରି ଭାବେ ଫେସବୁକ ରୁ ନିଜ ମୋବାଇଲ୍ ରିଚାର୍ଜ କରି ପାରିବେ।

ପ୍ରଥମେ ନିଜର ଫେସବୁକ ଆପ କୁ ଖୋଲନ୍ତୁ।

ସେଥିରେ ମେନୁ ରେ ଥିବା ୩ ଟି ଗାର ଉପରେ କ୍ଲିକ କରନ୍ତୁ।

ସେଥିରୁ ମୋବାଇଲ୍ ରିଚାର୍ଜ କୁ ସିଲେକ୍ଟ କରନ୍ତୁ।(ଯଦି ଆପଣଙ୍କର ଆସୁନାହିଁ ତାହେଲେ ସୀ ମୋର ରେ ଯାଆନ୍ତୁ ଅଥବା ଫେସବୁକ କୁ ଅପଡେଟ କରନ୍ତୁ।)

ତା ଭିତରେ ନିଜର ମୋବାଇଲ୍ ନମ୍ୱର୍ ଅପରେଟର ସିଲେକ୍ଟ କରନ୍ତୁ।

ନିଜର କ୍ରେଡିଟ କିମ୍ବା ଡେବିତ୍ କାଡ୍ ଦ୍ଵାରା ରିଚା କରନ୍ତୁ।

Leave a Reply

Your email address will not be published. Required fields are marked *