ଘରେ ଯଦି ଗଙ୍ଗା ଜଳ ଅଛି ତେବେ ହୋଇ ଯାଆନ୍ତୁ ସତର୍କ

ଘରେ ଯଦି ଗଙ୍ଗା ଜଳ ଅଛି ତେବେ ଏହି କେତୋଟି କଥାକୁ ବିଶେଷ ଧ୍ୟାନ ଦିଅନ୍ତୁ।ହିନ୍ଦୁ ଧର୍ମ ରେ ଗଙ୍ଗା ଜଳ ର ବହୁତ୍ ମହତ୍ୱ ଅଛି।ଏହାକୁ ବହୁତ୍ ପବିତ୍ର ମନା ଯାଏ ଏବଂ ପ୍ରତେକ ପବିତ୍ର କାମ ରେ ଏହାକୁ ବ୍ୟବହାର ହୁଏ।

କିଛି ସମୟରେ ଲୋକମାନେ ଗଙ୍ଗା ଜଳ କୁ କିଛି ଭୁଲ୍ କାମ ରେ ବ୍ୟବହାର କରନ୍ତି ଯେଉଁଥିପାଇଁ ପରିବାର ର ବହୁତ୍ କ୍ଷତି ହୋଇଥାଏ।

 

ତେବେ ଆସନ୍ତୁ ଜାଣିବା ଗଙ୍ଗା ଜଳ ସହ ଜଡ଼ିତ କିଛି ସବାଧନୀ ବିଷୟରେ।

୧.ଗଙ୍ଗା ଜଳ କୁ କେବେ ବି ପ୍ଲାଷ୍ଟିକ ବୋତଲ ରେ ରଖନୁ ନାହି।ଏହାକୁ ଚାଂଦି ପାତ୍ର ରେ ରଖିବା ଅତ୍ୟନ୍ତ ଭଲ ହୋଇଥାଏ।

୨.ଘର ର ପବିତ୍ର ଜାଗା ରେ ହିଁ ଗଙ୍ଗା ଜଳ ରଖନ୍ତୁ ଏବଂ ସମୟ ସମୟରେ ସେହି ଜାଗା କୁ ସଫା ମଧ୍ୟ କରାନ୍ତି।

୩.ଗଙ୍ଗା ଜଳ କୁ ସର୍ବଦା ଐଶାନ୍ୟ କୋଣ ରେ ହିଁ ରଖନ୍ତୁ।

ତେବେ ଏହି କିଛି ସତର୍କତା ପଦକ୍ଷେପ ଆପଣେଇ ନିଅନ୍ତୁ।

Leave a Reply

Your email address will not be published. Required fields are marked *