ଜାଣନ୍ତୁ ଦ୍ରୌପଦୀ ଙ୍କ ଚତୁର୍ଥୀ ର ରହସ୍ୟ: ମହାଭାରତ ର ଏମିତି କିଛି ତଥ୍ୟ ଯାହା ଆପଣ ଜାଣି ନଥିବେ।

ମହାଭାରତ ର ଏମିତି କିଛି କଥା ମଧ୍ୟ ଅଛି ଯାହା ଏପର୍ଯ୍ୟନ୍ତ ବହୁତ୍ ଲୋକ ଜାଣି ନଥିବେ।ତେବେ ଆସନ୍ତୁ ଜାଣିବା ଦ୍ରୌପଦୀ ଙ୍କ ଚତୁର୍ଥୀ ବିଷ୍ୟରେ କିଛି ତଥ୍ୟ।

ରାଜା ଦ୍ରୁପଦ ନଜର ଯଜ୍ଞ କୁଣ୍ଡ ରୁ ଜାତ ହୋଇଥିଲେ ଦ୍ରୌପଦୀ।

ପାଞ୍ଚ ପାଣ୍ଡବ ଙ୍କ ପତ୍ନୀ ଦ୍ରୌପଦୀ ଙ୍କ ବିଷୟରେ ତ ଆପଣ ମାନେ ସମସ୍ତେ ଜାଣିଥିବେ।କିପରି ଭାବରେ ମାତା କୁନ୍ତୀ ଙ୍କ କଥା ରକ୍ଷା କରିବାକୁ ଦ୍ରୌପଦୀ ଙ୍କୁ ବାଣ୍ଟିବାକୁ ବାଧ୍ୟ ହୋଇଥିଲେ ପାଣ୍ଡବମାନେ

ତେବେ ଯେବେ ମାତା କହିଥିଲେ କି ଯାହା ବି ଆଣିଛ ନିଜ ଭିତରେ ବାଣ୍ଟି ଦିଆ ଏବଂ ପରେ ପ୍ରକୁତ କଥା ଜାଣିଲା ପରେ ମା ଯୁଧିଷ୍ଟିର ଙ୍କୁ ଏହାର ସମାଧାନ ବାହାର କରିବାକୁ କହିଥିଲେ।

କିନ୍ତୁ ଯୁଧିଷ୍ଟିର ଙ୍କ ପାଖରେ କିଛି ସମାଧାନ ନଥିବାରୁ ସମସ୍ତେ ଦ୍ରୁପଦ ଙ୍କ।ପାଖକୁ ଗଲେ,ସେଠାରେ ଦ୍ରୁପଦ ମଧ୍ୟ ଚିନ୍ତା ରେ ପଡିଗଲେ।

ତେବେ ସେ ସଭା ରେ ଥିବା ପ୍ରଭୁ ଶ୍ରୀ କୃଷ୍ଣ ଓ ବ୍ୟାସ ଋଷି ଙ୍କୁ ଏହାର ଉପାୟ ପାଇଁ କହିଲେ।ତେବେ ସେଠାରେ ବ୍ୟାସ ଋଷି କହିଲେ ଯେ ଦ୍ରୌପଦୀ ଙ୍କୁ ପୂର୍ବ ଜନ୍ମ ରୁ ହିଁ ଶିବ ଙ୍କ ଠାରୁ ଏହା ବର ମିଳିଛି ଯେ ତାଙ୍କର ୫ ଟି ପତି ରହିବେ।

ତେବେ ଆସନ୍ତୁ ଜାଣିବା କିପରି ଭାବେ ସେ ୫ ଜଣ ଙ୍କ ସହ ରାତ୍ରି ଯାପନ କରୁଥିଲେ।ଏଠାରେ ଆମେ ଜଣାଇ ରଖିଚୁ କୁ ଭଗବାନ ଶିବ ଦ୍ରୌପଦୀ ଙ୍କୁ ଏହା ମଧ୍ୟ ବର ଦେଇଥିଲେ ଯେ ପ୍ରତି ରାତି ନିଜ ଗୋଟିଏ ପତି ଙ୍କ ସହ ଯାପନ କରିବା ପରେ ସେ ପୁଣି କୁଆଁରୀ ହୋଇଯିବେ ଏବଂ ପର ରାତ୍ରି ଅନ୍ୟ ସ୍ବାମୀ ଙ୍କ ସହ ଯାପନ କରିପାରିବେ।

ତେବେ ଏହା ଥିଲା ଦ୍ରୌପଦୀ ଙ୍କ କୁଆଁରୀ ରହି ୫ ସ୍ବାମୀ ଙ୍କ ସହ ରାତ୍ରି ଜାପାନ ର ରହସ୍ୟ।

Leave a Reply

Your email address will not be published. Required fields are marked *