ଜାଣନ୍ତୁ ଭାଗ୍ୟ ଶାଳୀ ଝିଅ ମାନେ କେଉଁ ମାସ ରେ ଜନ୍ମ ହୋଇ ଥାଆନ୍ତି।

ଯେଉଁ ଝିଅ ମାନଂକ ଜନ୍ମ କୌଣସି ବି ମାସର ୧,୧୦,୧୯ କିମ୍ବା ୨୮ ତାରିକ ରେ ହୋଇଥାଏ ଏମାନଙ୍କ ମୂଲ୍ୟଙ୍କ ୧ ହୋଇଥାଏ।

ମୁଲ୍ୟଙ୍କ ୧ ସୂର୍ଯ୍ୟ ଙ୍କ ଅଙ୍କ ହୋଇଥାଏ।ଏହି ଦିନରେ ଜନ୍ମ ହୋଇଥିବା ଝିଅ ମାନେ ଯାହା ସହ ବି ବନ୍ଧୁତା କରନ୍ତି ତାକୁ ପୁରା ହୃଦୟ ର ସହ ନିଭେଇ ଥାନ୍ତି।

ଏମାନେ ବହୁତ୍ ଆଦର୍ଶ ବାଦି ହେବ ସହ ବହୁତ୍ ବୁଝିବାର ଝିଅ ହୋଇଥାନ୍ତି।ସବୁ କଥା କୁ ଧୈର୍ଯ୍ୟ ର ସହ ବୁଝନ୍ତି।ଏମାନଙ୍କୁ ଭଲ ପାଇବା ଦେଖେଇ ଆସେନି ଏବଂ ଏମାନେ ଆଶା ରଖିଥାନ୍ତି ଯେ ତାଙ୍କ ଜୀବନ ସା ଥି ତାଙ୍କର ସବୁ କଥା ବୁଝିବେ।

ଯେଉଁ ଝିଅ ମାନଂକ ର ଜନ୍ମ କୌଣସି ବି ମାସ ର ୨,୧୧,୨୦ କିମ୍ବା ୨୯ ତାରିଖ ରେ ହୋଇଥାଏ ଏମାନଙ୍କ ମୁଲ୍ୟାଙ୍କ ୨।

ମୂଲ୍ୟଂକ ୨ ଚନ୍ଦ୍ରମା ଙ୍କ ଅଙ୍କ ହୋଇଥାଏ।ଏହି ଦିନରେ ଜନ୍ମ ହୋଇଥିବା ଝିଅ ମାନେ ଅତ୍ୟନ୍ତ ଶାନ୍ତ ସୋଭବ ର ହୋଇଥାନ୍ତି।ଏମାନେ ନିଜ ସାଥୀ ଙ୍କ ଠୁ ବେଶି କିଛି ଆଶା ରଖନ୍ତି ନାହି।

ଏମାନଙ୍କୁ ଏମିତି ସାଥୀ ଦରକାର ଥାଏ ଯିଏ ଏମାନଙ୍କ ମନ ବଳ ଉଚ୍ଚ ରଖିବ।

ଯେଉଁ ଝିଅ ମାନଂକ ର ଜନ୍ମ କୌଣସି ବି ମାସ ର ୩,୧୨,୨୧ କିମ୍ବା ୩୦ ରେ ହୋଇଥାଏ ଏମାନଙ୍କ ମୂଲ୍ୟଙ୍କ ୩ ହୋଇଥାଏ ।

୩ ଗୁରୁ ଙ୍କ ଅଙ୍କ ଅଟେ।ଅହି ଦିନରେ ଜନ୍ମ ହୋଇଥିବା ଝିଅ ମାନେ ସମସ୍ତଙ୍କ ଧ୍ୟାନ ରଖନ୍ତି।ଏହି ଝିଅ ମାନେ ପରିବାର ପାଇଁ ବହୁତ୍ ଭଲ ହୋଇଥାନ୍ତି।ବଡ଼ ମାନଙ୍କୁ କେମିତି ନିଜ କଥାରେ ମନା ଇବେ ତାହେ ଏମାନେ ଭଲସେ ଜାଣିଥାନ୍ତି।

ଯେଉଁ ଝିଅ ମାନଂକ ର ଜନ୍ମ କୌଣସି ବି ମାସ ର ୪,୧୩,୨୨ କିମ୍ବା ୩୧ ରେ ହୋଇଥାଏ ଏମାନଙ୍କ ମୂଲ୍ୟ ଙ୍କ ୪।

ଏହା ରାମଙ୍କ ଅଙ୍କ ଅଟେ।ଏମାନେ ମିତ୍ରତା ଭଲସେ ପାଳନ କରନ୍ତି। ଏମାନଙ୍କୁ ସଜେଇ ହେବା ଖୁବ୍ ପସନ୍ଦ।ଏମାନଙ୍କ ପର୍ଶନାଲ୍ ଜୀବନ ରେ ଅନ୍ୟ କାହାର ହସ୍ତକ୍ଷେପ କୁ ଏମାନେ ଜମା ବି ପସନ୍ଦ କରନ୍ତି ନାହିଁ।

ଯେଉଁ ଝିଅ ମାନଂକ ର ଜନ୍ମ କୌଣସି ବି ମାସ ର ୫,୧୪ କିମ୍ବା ୨୩ ତାରିଖ ରେ ହୋଇଥାଏ ଏମାନଙ୍କ ମୂଲ୍ୟାଙ୍କ ୫।

ଏହି ଝିଅ ମାନେ ଖୋଲା ବିଚାର ସ୍ଵଭାବ ର ହୋଇଥାନ୍ତି ଏବଂ ସାମାଜିକ କାର୍ଯ୍ୟ ରେ ରୁଚି ରଖିଥାନ୍ତି।

ଯେଉଁ ଝିଅ ମାନଂକ ର ଜନ୍ମ କୌଣସି ବି ମାସ ର ୬,୧୫ କିମ୍ବା ୨୪ ତାରିଖ ରେ ହୋଇଥାଏ ଏମାନଙ୍କ ମୂଲ୍ୟଙ୍କା ୬।

ଏହା ଶୁକ୍ର ଙ୍କ ଅଙ୍କ ହୋଇଥାଏ।ଏମାନେ ସ୍ଵଭାବ ରେ ଭାବୁକ ଓ ପ୍ରିୟ ହୋଇଥାନ୍ତି।ଏମାନଙ୍କ ମନ ପୁରା ସଫା ଓ ମମତା ରେ ଭରିଥାଏ।

ଯେଉଁ ଝିଅ ମାନଂକ ର ଜନ୍ମ କୌଣସି ବି ମାସ ର ୭,୧୬ କିମ୍ବା ୨୫ ତାରିଖ ରେ ହୋଇଥାଏ ଏମାନଙ୍କ ମୁଲ୍ୟଙ୍କା ୭।

ଏହା କେତୁଙ୍କ ଅଙ୍କ ହୋଇଥାଏ। ଏହି ଝିଅ ମାନେ ସମ୍ବେଦନଶୀଳ ହୋଇଥାନ୍ତି। ଏନ୍ୟ ର କଷ୍ଟ କୁ ବୁଝନ୍ତି ଓ ତାକୁ ଲାଘବ କରିବାକୁ ଯଥା ସମ୍ଭବ ଚେଷ୍ଟା କରନ୍ତି।

Leave a Reply

Your email address will not be published. Required fields are marked *