ଏହି ଜାଗାରେ ୫ଥର ଦବାନ୍ତୁ ଆଉ ଦେଖନ୍ତୁ ଚମତ୍କାର

ଆକୁପ୍ରେଶର ବିଷୟରେ ଆପଣ ମାନେ ନିଶ୍ଚୟ ଭାବେ ସୁଣିଥିବେ।ଏହା ଏପରି ଏକ ପଦ୍ଧତି ଯାହା ଦ୍ଵାରା ବିନା କିଛି ମେଡ଼ିସିନ୍ ଖାଇ ଆପଣ ଭଲ ହୋଇପାରିବେ କେବଳ ସିର ଚିକିତ୍ସା ମାଧ୍ୟମରେ।ଆମ ଶରୀର ରେ ହେଇଥିବା ସବୁ ସମସ୍ୟା ର କିଛି ନା କିଛି ଜାଗାରେ ପ୍ରତିକାର ରହିଥାଏ।ଏହାକୁ ନେଇ ହିଁ ଆକୁପ୍ରେସର୍ ର ସୂର୍ଷ୍ଟି।

ତେବେ ଏଥିପାଇଁ ଜାଣିବାକୁ ପଡ଼ିବ ଯେ ଶରୀର ର କେଉଁ ଜାଗାରେ ପ୍ରେସର୍ ଦେଲେ/ଦବାଇଲେ କେଉଁ ଜାଗାରେ ତାହାର ପ୍ରଭାବ ପଡ଼ିବ।ତେବେ ଆସନ୍ତୁ ଜାଣିବା କେଉଁ ଆକୁପ୍ରେଶର୍ ପଏଂଟ ଦ୍ଵାରା ଆପଣ ନିଜ ଶରୀର କୁ ରିଲା କ୍ସ୍ କରିପାରିବେ।ଆଜିକାଲି ଯୁବ ପିଢ଼ି ମାନେ ସଦା ସର୍ବଦା ଟେନ ସନ୍ ରେ ରହୁଛନ୍ତି।ସେ ପଢା ହେଉ ଅଥବା ଅଫିସ ର।ତେବେ କେତେ ଜଣ ଏଥିପାଇଁ ମଧ୍ୟ ମେଡ଼ିସିନ୍ ଖାଆନ୍ତି।ତେବେ ଆସନ୍ତୁ ଜାଣିବା କିପରି ଭାବେ ଅକୁପ୍ରେଶର ଦ୍ଵାରା ଏ ସବୁ ରୁ ଆପଣ ମୁକ୍ତି ପାଇ ପାରିବେ।ଯଦି ଆପଣ ମଥା ର ଏହି ଜାଗାରେପ୍ରତିଦିନ ୨-୩ ମିନିଟ ଯାଏଁ ଦାବନ୍ତି ତାହେଲେ ଆପଣଙ୍କ ସ୍ମରଣ ଶକ୍ତି ବଢିବା ସହ ଏକା ଗ୍ରତା ମଧ୍ୟ ବୃଦ୍ଧି ପାଇବ।କିନ୍ତୁ ଏହାର ଫାଇଦା ତେବେ ମିଳିବା ଯେବେ ଆପଣ କିଛି ଶାରୀରିକ ପରିଶ୍ରମ/ବ୍ୟାୟାମ କରୁଥିବେ।ଏହାକୁ ପ୍ରତିଦିନ କରିବା ଦ୍ୱାରା ଆପଣଙ୍କୁ ଯେବେ ବି ଲିଭର ,ମେରୁଦଣ୍ଡ,କିମ୍ବା ପେଟ ର ଅସୁବିଧା ହେବନାହିଁ।ଯାହା ଫଳରେ ଆପଣ ବହୁତ୍ ରୀଲାକ୍ସ୍ ମଧ୍ୟ ଅନୁଭବ କରିବେ।

Leave a Reply

Your email address will not be published. Required fields are marked *