ବିବାହିତ ମହିଳା ମାନେ ଭୁଲ୍ ରେ ବି ପିନ୍ଦନ୍ତୁ ନାହି ଏହି ରଙ୍ଗ ର ଚୁଡି: ସ୍ବାମୀ ଉପରେ ଆସିପାରେ ମହା ବିପଦ

ମହିଲାନଙ୍କର ଚୁଡି ପିନ୍ଧିବା ନେଇ ଅନେକ ପରମ୍ପରା ରହିଛି।ବିବାହିତ ମହିଳା ମାନେ ସାଧାରଣଃ ଚୁଡି ପିନ୍ଧିଥାନ୍ତି।

ପର୍ବ ପର୍ବାଣୀ ମାନଙ୍କରେ ମଧ୍ୟ ଚୁଡି ବଦଲା ଯାଇଥାଏ।

ତେବେ ଆସନ୍ତୁ ପ୍ରଥମେ ଜାଣିବା ଚୁଡି ବିଷୟରେ କିଛି ରୋଚକ ତଥ୍ୟ।ଏହି ସବୁ ନିୟମ କୁ ପାଳନ କରି ନିଜ ଜୀବନ କୁ ସରସ ସୁନ୍ଦର କରନ୍ତୁ।

୧.ନାଲି ରଙ୍ଗର ଚୁଡି ମହିଳା ମାନେ ପିନ୍ଧିଲେ ତାଙ୍କ ସ୍ବାମୀ ମାନେ ବହୁତ୍ ଖୁସି ହୋଇଥାନ୍ତି।

୨.ନାଲି ରଙ୍ଗ ମହିଳା ମାନଙ୍କୁ ବହୁତ୍ ମାନିଥାଏ ଏବଂ ଏହା ଶୁଭ ର ମଧ୍ୟ ପ୍ରତୀକ ହୋଇଥାଏ।ନାଲି ରଙ୍ଗ ପ୍ରେମ ଓ ଉତ୍ସାଗିକୃତ ର ପ୍ରତୀକ ମଧ୍ୟ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଚୁଡି କୁ କେଉଁଦିନ କିଣିବା ଭଲ ନୁହଁ।

୩.ଚୁଡି କୁ ମଙ୍ଗଳବାର କିମ୍ବା ଶନିବାର ଆଦୌ କିଣିବା ଉଚିତ୍ ନୁହେଁ।

୪.ପ୍ରତେକ ମହିଳା ମାନେ ଚୁଡି ପିନ୍ଧିବା ପୂର୍ବରୁ ତାକୁ ମା ଙ୍କ ପାଖରେ ରଖି ପୂଜା କରିବା ଦରକାର ଓ ତା ପରେ ଜାଇଁ ତାକୁ ପିନ୍ଧିବା ଦରକାର।

୫.ନୂଆ ଚୁଡି ପିନ୍ଧିବା ପରେ ଘରର ଶାଶୁ ଅର୍ଥାତ୍ ଅନ୍ୟ ବଡ଼ ଲୋକ ମାନଙ୍କର ଆଶୀର୍ବାଦ ନେବା ଦରକାର।

୬.ବିବାହିତ ମହିଳା ମାନେ କେବେ ବି ଧଳା ରଙ୍ଗ ର ଚୁଡି ପିନ୍ଧିବା ଭଲ ନୁହେଁ।

୭.ବିବାହିତ ମହିଳା ମାନେ କେବେ ବି ଭାଙ୍ଗିଥିବା କିମ୍ବା ଟିକେ ବି ଫାଟିଥିବ ଚୁଡି ପିନ୍ଧିବା ଉଚିତ୍ ନୁହେଁ।

୮.ବିବାହିତ ମହିଳା ମାନଙ୍କ ହାତ କେବେ ବି ଖାଲି ରହିବା ଉଚିତ୍ ନୁହେଁ।ହାତରେ ସର୍ବଦା ଗୋଟେ କିମ୍ବା ଦୁଇଟି ଚୁଡି ରହିବା ଦରକାର।

ତେବେ ଏହା ଥିଲ ଚୁଡି ପିନ୍ଧିବା ସମ୍ପର୍କରେ କିଛି ତଥ୍ୟ।

Leave a Reply

Your email address will not be published. Required fields are marked *