ବାମ ଓ ଡାହାଣ ହାତ କୁଣ୍ଡେଇ ହେବା କଣ ସଂକେତ ଦେଇଥାଏ।

ଆପଣମାନେ ତ ହାତ କୁଣ୍ଡେଇ ହେବା ସହ ଟଙ୍କା ର ଆସିବା ଯିବ ସହିତ ସମ୍ବନ୍ଧ ବିଷୟରେ ନିଶ୍ଚୟ ସୁନିଥିବେ।

ତେବେ ଆସନ୍ତୁ ଜାଣିବା ଏହା ବିଷୟରେ କିଛି ତଥ୍ୟ।

ଏମିତି ମନା ଯାଏ କି ଯଦି ଆପଣଙ୍କ ବାମ ହାତ କୁଣ୍ଡେଇ ହେଉଛି ତେବେ ଆପଣଙ୍କ ପାଖରୁ ଟଙ୍କା ଯିବ।

ଯଦି ଆପଣଙ୍କ ବାମ ହାତରେ କୁଣ୍ଡେଇ ହେଉଛି ତେବେ ଆପଣଙ୍କୁ ଆକସ୍ମିକ ଟଙ୍କା ମିଳିପାରେ।ପରନ୍ତୁ ଏହାର ଅର୍ଥ ଏହା ବି ହୋଇପାରେ କି ଏଥିପାଇଁ ଆପଣଙ୍କୁ କିଛି କାମ କରିବାକୁ ପଡିପାରେ।ଏମିତି ଆଦୌ ବି ନୁହେଁ କି ରାସ୍ତା ରୁ ଆପଣଙ୍କୁ ଟଙ୍କା ମିଳିଯିବ।

ହାତ କୁଣ୍ଡେଇ ହେବ ହାତ ମାଧ୍ୟମ ରେ ଚାଲୁଥିବା କିଛି ଉର୍ଜା ର ସଂକେତ ଅଟେ।ଏମିତିରେ ବାମ ହାତରେ କୁଣ୍ଡେଇ ହେବାର ମାନେ ନୂଆ ଉର୍ଯା କିମ୍ବା ସମାଧାନ ଆପଣଙ୍କୁ ମିଳିବାର ଅଛି।କିନ୍ତୁ ଡାହାଣ ହାତରେ କୁଣ୍ଡେଇ ହେବାର ଅର୍ଥ ଊର୍ଜା ଅର୍ଥାତ୍ ସର୍ଭିସ ବାହାରକୁ ଆସିବା।

Leave a Reply

Your email address will not be published. Required fields are marked *