ଟଙ୍କା ଦରକାର ଥିଲା ସେଥିପାଇଁ ଯୁବତୀ ଜଣକ ଦଉଡି ଯାଇଥିଲେ ମନ୍ଦିର ନନା ଙ୍କ ପାଖକୁ ବଦଳରେ ସୁନା ବନ୍ଧକ ରଖିଥିଲେ ପୂଜକ ନନା ଜଣକ I ପରେ ଯୁବତୀ ଙ୍କ ଅଭାବ ର ଫାଇଦା ନେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ସମ୍ପୂର୍ଣ ଘଟଣା କୁ ରେକର୍ଡିଙ୍ଗ କରି ନିଜ ମୋବାଇଲ ରେ ରଖିଥିଲେ I
ପରେ ଭିଡିଓ କୁ ନେଇ ଯୁବତୀ ଜଣକୁ ନନା ଜଣକ ବ୍ଲାକ ମେଲିଂ କରିଥିଲେ , ହେଲେ ଯୁବତୀ ଜଣକ ନନା ଙ୍କ କଥା ନଶୁଣିବାରୁ ଶେଷରେ ନନା ଭିଡିଓ କୁ ଭାଇରଲ କରିଦେଇଛନ୍ତି I ଏନେଇ ଯୁବତୀ ଜଣକ ମହିଳା ଥାନାରେ ଅଭିଯୋଗ କଲାପରେ ପୋଲିସ ତଦନ୍ତ ଜାରି ରଖିଛି I ଘଟଣାଟି ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳର I