ଆମ୍ବ ଟାକୁଆ ର ଉପକାରିତା:ଜାଣନ୍ତୁ କଣ କଣ ପାଇଁ ବ୍ୟବହାର କରିପାରିବେ ଆମ୍ବ ଟାକୁଆ କୁ

ହିନ୍ଦୀ ରେ ଗୋଟେ କଥା ରହିଛି

“ଆମ କେ ଆମ.. ଗୁଟଲିଓ କେ ଦମ୍”

ଅର୍ଥାତ୍ ଆମ୍ବ ର ଟାକୁଆ ର ମଧ୍ୟ ବହୁତ୍ ଉପକାରିତା ରହିଛି। ଗୁଟଲିଓ ଅର୍ଥାତ୍ ମଞ୍ଜି ବା ଟାକୁଆ।

ତେବେ ଆସନ୍ତୁ ଜାଣିବା ଆମ୍ବ ଟାକୁଆ ବିଷୟ ରେ ଏବଂ କଣ କଣ କାମରେ ଏହାକୁ ବ୍ୟବହାର କରିପାରିବେ।

୧. ରୁପି ରୁ ରକ୍ଷା ପାଇବାକୁ

ଆମ୍ବ ଟାକୁଆ ଚୁଟି ର ଫୋଲିକିଲ୍ କୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ।ଟାକୁଆ କୁ ପାଉଡର ହିସାବ ରେ କିମ୍ବା ସ୍ଵୃନ୍ ପରି ଘଷି ବ୍ୟବହାର କରିପାରିବେ।

୨. ଡ଼ାଇବେଟିସ୍

ଆମ୍ବ ମିଠା ହେଲେ ଟାକୁଆ ରକ୍ତ ଶୁଗର୍ କୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ।

୩.ହୃଦ୍ ଘାତ

ଆମ୍ବ ଟାକୁଆ କୋଲେଷ୍ଟ୍ରଲର କୁ ନିୟନ୍ତ୍ରିତ ରଖିବା ସହ ହୃଦ୍ ଘାତ ର ଆଶଙ୍କା କୁ ୯୦% ପର୍ଯ୍ୟନ୍ତ କମାଇ ଦେଇଥାଏ।

୪. ଡାଇରିଆ

ଟାକୁଆ ତ ପାଉଡର କୁ ଷ୍ଟୋମକ୍ ର ଇନ୍ଫେକ୍ଷ୍ସନ୍ ପାଇଁ ବ୍ୟବହାର କରାଯାଏ ଏହା ସହ ଏହା ଡାଇରିଆ ରୁ ମଧ୍ୟ ରକ୍ଷା ଦେଇଥାଏ।

Leave a Reply

Your email address will not be published. Required fields are marked *