କମ୍ ବୟସ୍କ ପିଲାମାନେ  ଗାଡ଼ି ଚଳାଇଲେ  ଗିରଫ ହେବେ ଅଭିଭାବକ

ଅଧିକାଂଶ ସମୟରେ ଦେଖାଯାଉଛି ଛୋଟ ଛୋଟ ପିଲାମାନେ ଗାଡି ଧରି ରାସ୍ତାରେ ବୁଲୁଛନ୍ତି ,ଯାହାଦ୍ୱାରା ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ସହିତ ଛୋଟ ବଡ ଅଘଟଣ ଘଟୁଛି I ଏଥର କିନ୍ତୁ ନିୟମ କୁ କଡାକଡି କରାଯିବ , ନାବାଳକ ପିଲାମାନେ ରାସ୍ତାରେ ଗାଡି  ଚଳାଇଲେ , ସେମାନଙ୍କୁ ଅଟକ ରଖାଯିବା ସହିତ ସେମାଙ୍କର ବାପା ମା ଙ୍କୁ ଏଥିପାଇଁ କଠୋର ଦଣ୍ଡ ଦିଆଯିବ ଏପରିକି  ନାବାଳିକା ନାବାଳକମାନେ ଗାଡ଼ି ଚଳାଇଲେ ସେମାନଙ୍କ ଅଭିଵାବକ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ନିଆଯାଇ ଗିରଫ କରାଯିବ । 


ଭଞ୍ଜନଗର  ସଡ଼କ ସୁରକ୍ଷା ସଚେତନତା ସପ୍ତାହ ଅବସରରେ ଆୟୋଜିତ ସଭାରେ ଯୋଗ ଦେଇ ଉପଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି I

Leave a Reply

Your email address will not be published. Required fields are marked *