​N   ନାମ ଧାରି ବ୍ୟକ୍ତି ଙ୍କ ପ୍ରକୃତି ଓ ସ୍ଵଭାବ

ବ୍ୟକ୍ତି ର ବ୍ୟକ୍ତିତ୍ଵ ଉପରେ ନାମ ର  ପ୍ରଭାବ ବହୁତ୍ ପଡ଼ିଥାଏ। ଯେଉଁଥିପାଇଁ ଜନ୍ମ ତାରିଖ ଏବୋ ସମୟକୁ ନେଇ ଜ୍ୟୋତିଷ ମାନେ ପିଲାର ନାମକରଣ କରିବାକୁ କହିଥାନ୍ତି I  ସେଥି ପାଇଁ ମତ ପିତା ଶିଶୁ ର ନାମ କରଣ ବହୁତ୍ ଭାବିଚିନ୍ତି କରିଥାନ୍ତି I ଆଜି ଆସନ୍ତୁ ଜାଣିବା N   ନାମ ଧାରି ବ୍ୟକ୍ତି ଙ୍କ ପ୍ରକୃତି ଓ ସ୍ଵଭାବ I 
1) ଏମାନେ ଅନ୍ୟ ଉପରେ ନିର୍ଭର ଶିଳ ହେବାକୁ ଭଲ ପାଆନ୍ତି ନାହିଁ , ନିଜ କାମ ନିଜେ କରିବାକୁ ପସନ୍ଦ କରନ୍ତି I 

2) ଏମାନେ ଭାରି ଦାୟିତ୍ୱବାନ , ଏବଂ ନିଜ କର୍ତବ୍ୟ ଠିକ ସେ ତୁଲାଇଥାନ୍ତି 

3)  ଏମାନେ ଭାରି ନିସ୍ଵାର୍ଥପର ଏବଂ ସରଳ ଜୀବନ  ପସନ୍ଦ କରିଥାନ୍ତି I 

4) ଏମାନେ ଭଦ୍ର , ଶାନ୍ତ ଶିଷ୍ଟ , ହୃଦୟରୁ ନିର୍ମଳ  ଏବଂ କଠିଣପରିଶ୍ରମି I 

5) ଯେଉଁ କାମରେ ହାତ ଦିଅନ୍ତି ସଫଳତା ନ ପାଇବା ପର୍ଯ୍ୟନ୍ତ  ବିଶ୍ରାମ ନିଅନ୍ତି ନାହିଁ  I 

6) ପ୍ରେମରେ ଏମନେ ସବୁବେଳେ ଧୋକା ଖାଇଥାନ୍ତି  I ଏମାନେ ଯେଉଁ ଜିନିଷରେ ଅଧିକ ଆନ୍ତରିକତା ରଖନ୍ତି ସେହି ଜିନିଷ ଏମାନଙ୍କ ଠାରୁ ଦୂରେଇଯାଏ I 

7) ଏମାନଙ୍କ ଜୀବନରେ ବହୁ ଝଡଝଞ୍ଜା ଲାଗିରହିଥାଏ କିନ୍ତୁ ସାହସ ର ସହିତ ଏମାନେ ମୁକାବିଲା କରିଥାନ୍ତି I  ନିଜର ଦୁଃଖକୁ ଅନ୍ୟ ଆଗରେ କେଭେଁବି ପ୍ରକାଶ କରିନଥାନ୍ତି I ଦୁଃଖ କଷ୍ଟ ସହି ଏମାନେ ବହୁତ ଶକ୍ତ ଏବଂ ମଜଭୁତ ହେଇଥାନ୍ତି I 

8) ବନ୍ଧୁ ମାନଙ୍କ ପାଇଁ ଏମାନେ ଭାରି ସଚ୍ଚା ହେଇଥାନ୍ତି , ଥରେ ମିତ୍ରତା ହେଇଗଲେ ସାରା ଜୀବନ ନିଭାଇବାକୁ ଚେଷ୍ଟା କରିଥାନ୍ତି I

Leave a Reply

Your email address will not be published. Required fields are marked *