CBSE ଦ୍ଵାରା ହେଉଥିବା ଜେ ଇ ମେନ ର ଫଳ ଆଜି ଅର୍ଥାତ୍ ଏପ୍ରିଲ୍ ୩୦ ରେ ପ୍ରକାଶ ପାଇବ।ଆଜି ଅପରାହ୍ନ ରେ ଏହି ଫଳ ପ୍ରକାଶ ପାଇବାର ଅଛି।
ଆଜି ଉଭୟ ପେପର୍ ୧ ଏବଂ ୨ ର ଫଳ ପ୍ରକାଶ ପାଇବ।
ତେବେ ପରୀକ୍ଷା ଫଳ ନିମ୍ନ ୱେବସାଇଟ ମାନଙ୍କ ରେ ଉପଲବ୍ଧ ହେବ।ପରୀକ୍ଷାର୍ଥୀ ମାନେ ନିମ୍ନ ୱେବସାଇଟ କୁ ଯାଇ ସେମାନଙ୍କ ଫଳ ଦେଖି ପାରିବେ।
1. Jeemain.nic.in
2. Cbseresults.nic.in
3.results.nic.in
ତେବେ ପ୍ରକାଶ ଥାଉ କି ଏହି ବର୍ଷ ପାଖ ପାଖି ୧୪ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।