କନଷ୍ଟେବଳ ପଦବୀ ପାଇଁ ପ୍ରାର୍ଥୀଙ୍କ ଛାତିରେ ଏସ୍‌ସି/ଏସ୍‌ଟି ଲେଖି ପୁଣି ବିବାଦରେ ଛନ୍ଦି ହୋଇପଡିଛନ୍ତି ମଧ୍ୟପ୍ରଦେଶ ପ୍ରଶାସନ

କନଷ୍ଟେବଳ ପଦବୀ ପାଇଁ ପ୍ରାର୍ଥୀଙ୍କ ଛାତିରେ ଏସ୍‌ସି/ଏସ୍‌ଟି ଲେଖି ପୁଣି ବିବାଦରେ ଛନ୍ଦି ହୋଇପଡିଛନ୍ତି ମଧ୍ୟପ୍ରଦେଶ ପ୍ରଶାସନ। ସୁଚନାଯୋଗ୍ୟ, ନିକଟରେ କନଷ୍ଟେବଳ ପଦବୀ ପାର୍ଇ ପ୍ରାର୍ଥୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଚାଲିଥିବା ବେଳେ ଜିଲା ହସ୍ପିଟାଲ ଏହି ପରୀକ୍ଷା ନେଉଥିବା ବେଳେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ଛାତିରେ ଏସ୍‌ସି/ଏସ୍‌ଟି ଲେଖା ଯାଇଥିଲା। ଏସମ୍ପର୍କରେ ଚିଫ୍‌ ମେଡିକାଲ ଅଫିସର(ସିଏମ୍‌ଓ)ଙ୍କୁ ପଚାରିବାରୁ ଏହା ତାଙ୍କ ନଜରକୁ ଆସି ନ ଥିବା ସେ କହିଛନ୍ତି। ଯଦି ଏମିତି କିଛି ଘଟଣା ଘଟିଥିବ ତେବେ ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆଯିବ ବୋଲି ସେ ପ୍ରକାଶ କରଛନ୍ତି।

Leave a Reply

Your email address will not be published. Required fields are marked *