ଘରୋଇ ଉପାୟରେ ଦାନ୍ତ କୁ କରନ୍ତୁ ଚକ୍ ଚକ୍

ଚେହେରା ର ସୌନ୍ଦର୍ଯ୍ୟ ପାଇଁ ଦାନ୍ତ ର ଭୂମିକା ଗୁରୁତ୍ୱପୂର୍ଣ୍ଣ I କିନ୍ତୁ ସାଧାରଣତଃ ଅନେକ ଙ୍କର ଦାନ୍ତ ହଳଦିଆ ବା ଇସତ କଳା , ବ୍ରାଉନ ପଡି ଅତି ଅସୁନ୍ଦର ଦେଖାଯାଇଥାଏ I ତେବେ ଘରୋଇ ଉପଚାରରେ ମଧ୍ୟ ଆପଣ ଙ୍କ ଦାନ୍ତ କୁ ସଫା କରି ଚକ୍ ଚକ୍ କରିପାରିବେ I
1) ଅଙ୍ଗାର (ପୋଡା କାଠ ) ର କିଛି ଅଂଶ ନେଇ ଚୁର୍ଣ୍ଣ କରି ଦାନ୍ତରେ ଘସନ୍ତୁ , 4/5 ଦିନ ନିୟମିତ କଲାପରେ ଆପଣ ଏହାର ଫରକ ନିଜେ ଉପଲବ୍ଧ କରିପାରିବେ I

2) ସେଓ କୁ ଜୁସ କଲାବେଳେ ଯେଉଁ ଖଦଡା ଅଂଶ ବାହାରେ ତାକୁ ଫିଙ୍ଗି ନ ଦେଇ ଦାନ୍ତରେ ଘସନ୍ତୁ ଦେଖିବେ ଦାନ୍ତ କିପରି ଚମକିବ I

3)ଲେମ୍ବୁ ରସ ରେ ଲୁଣ ଏବଂ ଅଳ୍ପ ସୋରିଷ ତେଲ ମିଶ୍ରଣ କରି ଦାନ୍ତରେ ଟୁଥ୍ ପେସ୍ଟ ସାହାଯ୍ୟରେ ଘସନ୍ତୁ

4) କଦଳୀ ଚୋପା ର ଭିତର ଅଂଶ କୁ ନେଇ ଦାନ୍ତରେ ଘସନ୍ତୁ ଏବଂ କିଛି ସମୟ ପରେ ଅଳ୍ପ ଉଷୁମ ଗରମ ପାଣିରେ କୁଳୁ କୁଳି କରନ୍ତୁ , ଦାନ୍ତର ହଳଦିଆ ଅଂଶ ଧୀରେ ଧୀରେ ଦୁରିଭିତ ହେବ I

ସବୁଦିନ ଏହିଭଳି ସ୍ୱାସ୍ଥ୍ୟ ଜନିତ ଟିପ୍ସ , ଭକ୍ତି ଏବଂ ଭଗବାନ ଙ୍କ କଥା , ଜଣା ଅଜଣା ,ସିନେ ଦୁନିଆ , ଓଡ଼ିଶାର ତାଜା ଖବର ବିଷୟରେ ଜାଣିବାକୁ ଫେସବୁକ ରେ odishaExclusive.in PAGE କୁ ଲାଇକ ଶେୟାର ଏବଂ ଫଲୋ କରନ୍ତୁ

Leave a Reply

Your email address will not be published. Required fields are marked *