ଶନିବାର ଦିନ ଏହି ୮ ଟି ବସ୍ତୁ ଭୂଲରେ ବି ଘରକୁ ଆଣନ୍ତୁ ନାହିଁ ନଚେତ ପଡିପାରେ ଶନି ମହାଦଶା

ପ୍ରତ୍ୟକ ମନୁଷ୍ୟ ଙ୍କ ଜୀବନରେ ଶନି ଦେବ ଙ୍କ ପ୍ରଭାବ ପଡିଥାଏ, ଗ୍ରହ ରାଶି ଅନୁଯାଇ କାହା ପାଇଁ ଶୁଭ ହେଇଥାଏ ତ କାହାପାଇଁ ଅଶୁଭ I କିନ୍ତୁ ଆମ ଜାଣତରେ କିମ୍ବା ଅଜାଣତରେ ଆମ ଦ୍ୱାରା ଛୋଟିଆ ଛୋଟିଆ ଭୁଲ ହେଇଥାଏ ଯାହାଦ୍ୱାରା ଶନି ଦେବ କ୍ରୋଧିତ ହେଇ କୋପ କରିଥାନ୍ତି I ଚାଲନ୍ତୁ ଜାଣିବା ସେଇ ଛୋଟ ଛୋଟ ଭୁଲ କଣ ଯାହାଦ୍ୱାରା ଶନିଦେବ କୋପ କରିଥାନ୍ତି I ଶନିବାର ଦିନ ଆମେ କିଛି ନ କିଛି ବସ୍ତୁ ବା ଜିନିଷ କିଣିଥାଉ , ତେବେ ଭୂଲରେ ବି ୮ ଟି ବସ୍ତୁ କିଣନ୍ତୁ ନାହିଁ ଯାହାଦ୍ୱାରା ଶନି ଦେବ କ୍ରୋଧିତ ହେଇଥାନ୍ତି I ଏବଂ ଶନିଦଶା ପଡିଥାଏ I1)ଶନିବାର ଦିନ ଲୁହାରେ ତିଆରି କୌଣସି ବି ବସ୍ତୁ କିଣନ୍ତୁ ନାହିଁ ଏହାଦ୍ୱାରା ଶନିଙ୍କ ବକ୍ର ଦୃଷ୍ଟି ପଡିଥାଏ I

କୁହାଯାଏ ରାଜା ବିକ୍ରମାଦିତ୍ୟ ଲୁହାର ଚୌକି ରେ ଶନିଙ୍କୁ ବସାଇଥିଲେ , ଫଳରେ ତାଙ୍କୁ ଶନିଦଶା ପଡିଥିଲା I
2) ଶନିବାର ଦିନ ଚmaଡ଼ା ରେ ତିଆରି କୌଣସି ବି ଦ୍ରବ୍ୟ କିଣନ୍ତୁ ନାହିଁ ଯଥା ଚପଲ , ବେଲ୍ଟ , ପର୍ସ ..ଇତ୍ୟାଦି

3) ଶନିବାର ଦିନ ଘରକୁ କୌଣସି ବି ତେଲ ଆଣନ୍ତୁ ନାହିଁ 4) ଶନିବାର ଦିନ ଘରକୁ କୌଣସି ଇନ୍ଧନ ବିଶେଷ କରି କୋଇଲା ଆଣନ୍ତୁ ନାହିଁ I ଏହା ଦ୍ୱାରା ଘରେ ଶନି ଙ୍କ ନକାରାତ୍ମକ ପ୍ରଭାବ ପଡିଥାଏ I

5) ଶନିବାର ଦିନ ଘରକୁ ଭୁଲ୍ ରେ ବି ଝାଡୁ କିଣିକି ଆଣନ୍ତୁ ନାହିଁ 6) ଶନିବାର ଦିନ ଘରକୁ କଳା ରାଶି ଆଣିବାର ଉଦ୍ୟମ କରନ୍ତୁ ନାହିଁ , ଯଦି ଶନିଦଶା ଚାଲୁଥାଏ ତେବେ କଳIରାଶି ଦାନ କରନ୍ତୁ I7) ଶନିବାର ଦିନ ଘରକୁ ଲୁଣ କିଣିକି ଆଣନ୍ତୁ ନାହିଁ I ଏହାଦ୍ୱାରା ଘରେ ରୋଗର ବାତାବରଣ ସୃଷ୍ଟି ହେଇଥାଏ I 8) ଶନିବାର ଦିନ ଘରକୁ କାଳି ଆଣନ୍ତୁ ନାହିଁ i ଏହାଦ୍ୱାରା ଅପଯଶ ଏବଂ କଳଙ୍କ ଘରକୁ ଆସିଥାଏ I

Leave a Reply

Your email address will not be published. Required fields are marked *