ଅନୁଗୁଳ ରୁ ଧରାପଡିଲା ସେକ୍ସ ରାକେଟ ର ରାଣୀ ମହୁମାଛି

ଅନୁଗୁଳ ଗୀତା ଗାଁରେ ଦିର୍ଘଦିନରୁ ଚାଲୁଥିବା ସେକ୍ସ ରାକେଟ କୁ ଅତି ଚତୁରତାର ସହିତ ପୋଲିସ ଚଢ଼ାଉ କରି ୪ଜଣଙ୍କ ସମେତ ରାଣୀ ମହୁମାଛି କୁ ଗିରଫ କରିଛି I ସବୁଠୁ ଚକିତ ଘଟଣା ଥିଲା ସେକ୍ସ ରାକେଟ ରେ ଏକ ପରିବାର ର ସ୍ୱାମୀ ସ୍ତ୍ରୀ ସହିତ ଦୁଇ ପୁଅ ସାମିଲ ଥିଲେ I ସେକ୍ସ ରାକେଟ ରେ ସମ୍ବଲପୁରରୁ ୨ ଜଣ ଯୁବତୀଙ୍କୁ ପାଖରେ ରଖି ରାକେଟ ଚଳାଇଥିଲେ | ଭଡ଼ାଘରେ ଚାଲିଥିବା ଦେହବ୍ୟବସାୟ ଉପରେ
ଚଢ଼ାଉବେଳେ ନଗଦ ଟଙ୍କା ସହ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ କରାଯାଇଛି |ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଫରୱାଡ କରାଯାଇଛି ।

Leave a Reply

Your email address will not be published. Required fields are marked *