କେଉଁ ଓଡ଼ିଆ ଚଳଚ୍ଚିତ୍ର ରେ ରହିଛି ୮୧ ଟି ଗୀତ

ଆଜ୍ଞା ହଁ, ଠିକ୍ ପଢ଼ିଛନ୍ତି I ଏମିତି ଏକ ଓଡ଼ିଆ ଚଳଚ୍ଚିତ୍ର ଅଛି ଯେଉଁଥିରେ କି ରହିଛି ୮୧ ଟି ଗୀତ।ଆପଣ ଜାଣିଛନ୍ତି କି ଏହା କେଉଁ ଚଳଚ୍ଚିତ୍ର? ତେବେ ଆସନ୍ତୁ ଜାଣିବା କଣ ସେହି ଚଳଚ୍ଚିତ୍ର ଏବଂ ଓଡ଼ିଆ ଚଳଚ୍ଚିତ୍ର ସହ ସମ୍ବନ୍ଧିତ ଆଉ କିଛି ତଥ୍ୟ। ୧.କେଉଁ ଓଡ଼ିଆ ଚଳଚ୍ଚିତ୍ର ରେ ରହିଛି ୮୧ ଟି ଗୀତ ଉତ୍ତର:- ବସନ୍ତ ରସ

୨. କିଏ ପ୍ରଥମ ଓଡ଼ିଆ ଭାବେ ହିନ୍ଦୀ ଚଳଚ୍ଚିତ୍ର ର ନିର୍ଦ୍ଦେଶକ ?ଉତ୍ତର:- ପ୍ରଶାନ୍ତ ନନ୍ଦ ୩.ପ୍ରଥମ ଓଡ଼ିଆ ନିର୍ଦ୍ଦେଶିକା ଉତ୍ତର:- ପ୍ରଭାତୀ ଘୋଷ ୪.ପ୍ରଥମ ଓଡ଼ିଆ ଭାବରେ ବେଙ୍ଗଲୀ ଚଳଚ୍ଚିତ୍ର ରେ ଅଭିନୟ କରିଥିବା ମହିଳା ଉତ୍ତର:- ମହେଶ୍ୱତI I

୫.ଟିଭି ସମ୍ବାଦ ପଢିଥିବା ପ୍ରଥମ ମହିଳା ଉତ୍ତର:- ସଂଘମିତ୍ରା କାନୁନଗୋ I ୬.ପ୍ରଥମ ଓଡ଼ିଆ ଭାବେ ହିନ୍ଦୀ ଚଳଚ୍ଚିତ୍ର ରେ ଅଭିନୟ କରିଥିବା ମହିଳା ଉତ୍ତର:- ଡଲି ଜେନା I ୭.ରେଡ଼ିଓ ସେଣ୍ଟର୍ ର ପ୍ରଥମ ଓଡ଼ିଆ ମହିଳା ନିର୍ଦ୍ଦେଶିକା ବୀଣା ଦେବୀ I ୮.ଓଡ଼ିଆ ପ୍ରଥମ ଚଳଚ୍ଚିତ୍ର :ସୀତା ବିବାହ

Leave a Reply

Your email address will not be published. Required fields are marked *