ଫଟ ର ସତ୍ୟ କାହାଣୀ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରିଯିବ

ଫଟୋ ଟିକୁ ଦେଖିଲା ପରେ ହୁଏତ ଆପଣ ଙ୍କ ମନରେ ଅଲଗା କିଛି ଭାବନା ଆସିପାରେ , କିନ୍ତୁ ଫଟ ପଛର ସତ୍ୟ ଘଟଣା ଜାଣିଲେ ଆପଣଙ୍କ ଆଖିରୁ ଦୁଇଟୋପା ଲୁହ ଝରି ଆସିବ, ଗୋଟେ ଝିଅର ତା ବାପା ପ୍ରତି କର୍ତବ୍ୟ , ବାପାକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାଣିଲେ ଆପଣଙ୍କ କୋହ ଆଖି ଦେଇ ଲୁହ ହେଇ ବହିଯିବ , ହୃଦୟରୁ ଆପଣ କହିବେ ନାରୀ କେତେ ମହାନ !!!

ଘଟଣା ଟି ୟୁରୋପ ର I କୌଣସି କାରଣରୁ :ୟୁରୋପ ସରକାର ଜଣେ ବୃଦ୍ଧ କୁ ସଜ୍ଜା ଦେଇଥିଲେ , ସଜ୍ଜା ଥୀଲାକି ବୃଦ୍ଧ କୁ ଏକ ବନ୍ଦ କୋଠରୀ ମଧ୍ୟରେ ରଖାଯିବ I

କିଛି ଖାଦ୍ୟ ଖାଇବାକୁ ଦିଆଯିବ ନାହିଁ , ଭୋକରେ ଡହଳ ବିକଳ ହେଇ ଯେପରି ବୃଦ୍ଧ ମରିଯିବେ I ବୃଦ୍ଧ ଙ୍କୁ ସେପର୍ଯ୍ୟନ୍ତ ଖାଇବାକୁ ଦିଆଯିବ ନାହିଁ ଯେପର୍ଯ୍ୟନ୍ତ ମୃତ୍ୟ ନ ହେଇଚି I କିଛି ଦିନ ବନ୍ଦ କୋଠରୀ ରେ ରହିବା ପରେ ବୃଦ୍ଧ ଙ୍କ ଦେହ ସମ୍ପୂର୍ଣ୍ଣ ଖରାପ ହେଇଗଲା , ଆଉ ଚାଲିବୁଲି ପାରିଲେ ନାହିଁ , ଏହା ତାଙ୍କ ଝିଅ କୁ ବହୁତ କଷ୍ଟ ଦେଇଥିଲା I ନିଜ ଆଖିସାମ୍ନାରେ କୋଉ ଝିଅ ବାପାକୁ ମରଣ ମୁଁହ କୁ ଠେଲିଦେବ ?

ତେବେ ନିଜ ବୃଦ୍ଧ ବାପା କୁ ବଞ୍ଚାଇବାକୁ ଝିଅଟି ନିଜର ଉଦ୍ୟମ ଜାରି ରଖି ସରକାର ଙ୍କୁ ଅନୁରୋଧ କଲେ ଭୋକିଲା ବାପାକୁ ବନ୍ଦ କୋଠରୀ ମଧ୍ୟରେ ସବୁଦିନ ଦେଖା କରିବାକୁ I ସରକାର ମଧ୍ୟ ଝିଅର ଅନୁରୋଧ ରକ୍ଷା କରି ଅନୁମତି ଦେଲେ I ଝିଅଟି ବାପାକୁ ଦେଖା କରିବାକୁ ଯିବାବେଳେ ଜଗୁଆଳ ମାନଙ୍କ ଦ୍ୱାରା ଝିଅକୁ ଚେକ କରାଯାଉଥିଲା ଯେପରି ଝିଅଟି କୌଣସି ଖାଦ୍ୟ ନିଜ ବାପା ପାଇଁ ନନିଏ I

ଝିଅଟି ଯେତେବେଳେ ନିଜ ବାପାକୁ ଅତି ରୁଗଣ ଅବସ୍ଥାରେ ଦେଖିଲା , ନିଜର କୋହ ସମ୍ଭାଳିପାରିଲା ନାହିଁ , ଆଖି ସାମ୍ନାରେ ନିଜ ବାପାକୁ କିଭଳି ମରଣମୁଁହକୁ ଠେଲିଦେବ ? କିଛି ଉପାୟ ନପାଇ ନିଜ ବୃଦ୍ଧ ବାପାକୁ ନିଜ ସ୍ତନର ଅମୃତ ପିଆଇବାକୁ ଲାଗିଲା I କିଛିଦିନ ଏହିପରି ନିୟମିତ ଆସି ନିଜ ବାପାକୁ ନିଜ ସ୍ତନରୁ କ୍ଷୀର ପିଆଇ ବଞ୍ଚାଇବାକୁ ଚେଷ୍ଟା କଲା I ଅପରପକ୍ଷେ ବୃଦ୍ଧ ଙ୍କର ମୃତ୍ୟୁ ନହେବାରୁ ଦାୟିତ୍ୱ ରେ ଥିବା କର୍ତ୍ତୃପକ୍ଷ ଙ୍କର ଦୁଃଚିନ୍ତା ବଢ଼ିବାରେ ଲାଗିଲI

ଝିଅଟିର ଗତିବିଧି ଉପରେ ତୀକ୍ଷଣ ନଜର ରଖାଗଲା , ଏବଂ ଝିଅଟି ନିଜ ବାପାକୁ କ୍ଷୀର ପିଆଉଥିବା ସମୟରେ ଧରାପଡିଲା I ବାପା ସହିତ ଝିଅକୁ ମଧ୍ୟ ବନ୍ଦୀ କରିଦିଆଗଲା I
ବିଚାରାଧୀନ କୋର୍ଟ ରେ ବିଚାର ଚାଲିଥିବା ବେଳେ ବିଚାରପତି ଝିଅର କାହାଣୀ ଶୁଣି ଭାବବିହ୍ୱୋଳ ହେଇଯାଇଥିଲେ I

ଗୋଟେ ଝିଅ ଯେ ନିଜ ବାପାକୁ ବଚାଇବା ପାଇଁ ନିଜ ସ୍ତନରୁ କ୍ଷୀର ପିଆଇପାରେ ଏକଥା ବିଶ୍ୱାସ କରିପାରୁନଥିଲେ ବିଚାରପତି I ସେହି ଝିଅଟି ପାଇଁ ପ୍ରଥମଥର ପାଇଁ ବିଚାରପତି ଆଇନରୁ ଉର୍ଦ୍ଧ୍ବ ରହି ବିଚାର ଶୁଣାଇଲେ ଏବଂ ନିର୍ଦୋଷ ରେ ବାପ ଝିଅଙ୍କୁ ମୁକ୍ତ କରାଇଲେ I ସତରେ ନାରୀ କେତେ ମହାନ !!

ଏହି ଘଟଣାଟିକୁ ସେତେବେଳର ଚିତ୍ରକାର ମୃରଳୀ ନିଜ କଳାରେ ପ୍ରଦଶନ କରିଥିଲେ ଯାହାକୁ କି ସମଗ୍ର ବିଶ୍ୱରେ ପ୍ରସଂଶା କରାଯାଇଥିଲା I ଆଜି ବି ଏ ଫଟ ର ସତ୍ୟ ଜାଣିଲେ ହୃଦୟରୁ ନାରୀ ମାନଙ୍କ ପ୍ରତି ଗଭୀର ଭକ୍ତି ଜାଗ୍ରତ ହୁଏ I

Leave a Reply

Your email address will not be published. Required fields are marked *