ଆଖୁରସ ର ଚମତ୍କାରୀ ଫାଇଦା

ଆଖୁରସ ପ୍ରାୟ ସମସ୍ତଙ୍କର ପ୍ରିୟ ହେଇଥାଏ I ଏହା ତୃଷ୍ଣା ମେଣ୍ଟାଇବା ସହିତ ଏଥିରେ ଥିବା ପୋଟାସିଅମ , କାଲସିଅମ , ଆଇରନ ,ଶରୀର ପାଇଁ ବହୁତ ଉପକାର ହେଇଥାଏ Iଆଖୁ ରସ ସେବନ ଦ୍ୱାରା ପାଚନ କ୍ରିୟା ଠିକ ରହିଥାଏ I ଯାହାଫଳରେ ପେଟରେ ଗ୍ୟାସ ହେଇନଥାଏ I କିଡ଼ନୀ କୁ ସୁସ୍ଥ ରଖିଥାଏ I

ଆଖୁ ରସ ର ପୋଷକ ତତ୍ୱ ଯୋଗୁଁ ଆମ ପେଟରେ ପଥର ହେବାକୁ ଦେଇନଥାଏ I ଗର୍ଭବତୀ ମହିଳା ଙ୍କ ପାଇଁ ଏହା ଅତି ଦରକାରୀ ଅଟେ I ଆଖୁରଶରୁ ମିଳୁଥିବା ତତ୍ୱ କ୍ୟାନ୍ସର ଭଳି ରୋଗ କୁ ସହଜରେ ଆସିବାକୁ ଦେଇନଥାଏ I

Leave a Reply

Your email address will not be published. Required fields are marked *