ମଟନ୍ ମାଂସ ଖାଇବା ପରେ ଭୁଲ୍ ରେ ଏସବୁ ଖାଆନ୍ତୁ ନାହିଁ ନଚେତ ଏହା ବିଷ ହେଇଯିବ

ଛେଳି ମାଂସ କୁ ସାଧାରଣତଃ ଆମେ ମଟନ ବୋଲି କହିଥାଉ ଯଦିଓ ଏହାର ଇଂରାଜୀ ନାମ Meat , ଅଧିକାଂଶ ଲୋକଙ୍କର ଏହା ପ୍ରିୟ ହେଇଥାଏ I କିନ୍ତୁ ଏହା ଗରିଷ୍ଠ ଖାଦ୍ୟ ହେଇଥିବାରୁ ହଜମ ହେବାରେ ବହୁ ସମୟ ଲାଗିଥାଏ I ତେବେ ଆମେ ଆମ ଅଜାଣତରେ ଛେଳି ମାଂସ ଖାଇବା ପରେ ଅନେକ ଗୁଡ଼ାଏ ଭୁଲ୍ କରିଥାଉ ଯାହାଦ୍ୱାରା କି ଆମ ଶରୀର ଖରାପ ହେଇଥାଏ I ତେବେ ଆଜି ଆସନ୍ତୁ ଜାଣିବା ସେହି ସବୁ ଜିନିଷ କଣ ଯାହାକୁ ଛେଳି ମାଂସ ଖାଇବା ପରେ ଖାଇବା ଉଚିତ ନୁହେଁ I1) ଛେଳି ମାଂସ ଖାଇବା ପରେ କେଭେଁବି ଲେମ୍ବୁ ଖାଆନ୍ତୁ ନାହିଁ ଏହା ଆପଣଙ୍କୁ ବହୁ ସମସ୍ୟାରେ ପକାଇପାରେ I

ଲେମ୍ବୁ ଖାଇବା ଦ୍ୱାରା ଶରୀର ର ତାପମାତ୍ରା ହଠାତ ବଢ଼ିଯାଇଥାଏ , ମୁଣ୍ଡ ବୁଲିବାକୁ ଲାଗେ ଏପରିକି ବି ହେଇପାରେ ଯେ ଆପଣ ବେହୋସ ମଧ୍ୟ ହେଇଯାଇପାରନ୍ତି I2) ଛେଳି ମାଂସ ଖାଇବା ପରେ କେଭେଁବି ରଶୁଣ ଖାଆନ୍ତୁ ନାହିଁ

ଏହାଦ୍ୱାରା ଆପଣଙ୍କ ନିଶ୍ୱାସ ନେବାରେ ବହୁତ କଷ୍ଟ ହେଇପାରେ , ହଠାତ ହୃଦଘାତ ମଧ୍ୟ ଆସିପାରେ 2 ଏବଂ ରଶୁଣ ର ପାର୍ଶ୍ଵ ପ୍ରତିକ୍ରିୟା ଘଟି ବାନ୍ତି ବି ହେଇପାରେ I3 ) ଛେଳି ମାଂସ ଖାଇବା ପରେ ଭୁଲ୍ ରେ ବି ମହୁ ସେବନ କରନ୍ତୁ ନାହିଁ ,କାହିଁକିନା ଛେଳି ମାଂସ ସାଧାରଣତଃ ଗରମ ହେଇଥାଏ ଏବଂ ମହୁ ଖାଇବା ଦ୍ୱାରା ଶରୀର ରେ ଗରମ ବଢିଯାଏ ଏବଂ ବାଟ ପରି ରୋଗ ଆସିଥାଏ Iତେଣୁ ଯଥା ସମ୍ଭବ ଛେଳି ମାଂସ ଖାଇବା ପରେ ଲେମ୍ବୁ , ରଶୁଣ ଏବଂ ମହୁ ସେବନ କରନ୍ତୁ ନାହିଁ I

One Comment on “ମଟନ୍ ମାଂସ ଖାଇବା ପରେ ଭୁଲ୍ ରେ ଏସବୁ ଖାଆନ୍ତୁ ନାହିଁ ନଚେତ ଏହା ବିଷ ହେଇଯିବ”

  1. ମଟନ୍ ପରେ କମଳା ମଧ୍ଯ ଖାଇବା ଉଚିତ୍ ନୁହେଁ |

Leave a Reply

Your email address will not be published. Required fields are marked *