ଠାକୁର ଘରେ ପୂଜା ସମୟରେ କଣ ଘଟିଲେ ଧନ ବୃଦ୍ଧିର ସଂକେତ ମିଳିଥାଏ

ଆପଣ ମାନେ ତ ଘରେ ସକାଳ ଆଉ ସନ୍ଧ୍ୟା ରେ ପୂଜା ନିଶ୍ଚିତ କରୁଥିବେ।

ସକାଳ ହଉ ବା ସନ୍ଧ୍ୟା ରେ ହଉ ଯଦି ପୂଜା କରିବା ସମୟରେ ପିଲା କାନ୍ଦେ ତେବେ ଏହା ଅଶୁଭ ସଂକେତ ଦେଇଥାଏ।

ଯଦି ପୂଜା କରିବା ସମୟରେ କୌଣସି ଅତିଥି ଆସନ୍ତି ତେବେ ଏହା ଶୁଭ ସଂକେତ ଦେଇଥାଏ।

ଯଦି ପୂଜା କରିବା ସମୟରେ କୌଣସି ସୁହାଗିନି ସ୍ତ୍ରୀ ଆପଣଙ୍କ ଘରକୁ ଆସନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଏହା ଅର୍ଥ ମାତା Laxmi ଆପଣଙ୍କ ଘରକୁ ଆସିଲେ।

କିନ୍ତୁ ମନେରଖନ୍ତୁ କି ଆପଣ ପୂଜା କରିବା ସମୟରେ ଆସୁଥିବା ଅତିଥି ଙ୍କୁ ବିନା ପାଣି ଦେଇ ଛାଡିବିନି।ଖାଇବାକୁ ଦେଲେ ଭଲ।

Leave a Reply

Your email address will not be published. Required fields are marked *