କୌଣସି ବି ସ୍ତ୍ରୀ ନିଜ ସ୍ୱାମୀ ଙ୍କୁ ଜଣାଇ ପାରେନି ଏହି କଥାସବୁ

ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ଦୁନିଆର ସବୁଠୁ ଭଲ ଏବଂ ନିବିଡ ସମ୍ପର୍କ I ଦୁଇଟି ଶରୀର ହେଲେ ମଧ୍ୟ ଦୁହିଁଙ୍କର ମନ ଗୋଟାଏ ହେଇଥାଏ , କେହି କାହାଠାରୁ କିଛି ଗୋପନ ରଖିନଥାନ୍ତି I କିନ୍ତୁ ସାଧାରଣତଃ ସ୍ତ୍ରୀ ମାନେ ପାଞ୍ଚଟି କଥା ନିଜ ସ୍ୱାମୀଙ୍କୁ କହିନଥାନ୍ତି I 1) ପୁରୁଣା ପ୍ରେମ : କୁହାଯାଏ ପ୍ରେମ କାହାକୁ କେତେବେଳେ ହୁଏ କହିହୁଏନା I ପ୍ରତ୍ୟକ ଝିଅ ଜୀବନରେ କେହି ନା କେହି ଜଣେ ଆସିଥାନ୍ତି , ହୁଏତ ପ୍ରେମ ବି ହେଇ ଯାଇ ଥାଇପାରେ ବିବାହ ପୂର୍ବରୁ , କିନ୍ତୁ ଏହାକୁ ନିଜ ସ୍ୱାମୀ ଆଗରେ ଖୋଲିକି ପ୍ରକାଶ କରିପାରନ୍ତି ନାହିଁ ସ୍ତ୍ରୀ ମାନେ I

2) ଯଦି କୌଣସି ବି ପୁରୁଷ ସହିତ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରହିଥାଏ , ତେବେ ଏହାକୁ ନିଜ ସ୍ୱାମୀ ଙ୍କ ଠାରୁ ଲୁଚାଇ ରଖିଥାନ୍ତି ସ୍ତ୍ରୀ ମାନେ I 3) ପ୍ରତ୍ୟକ ସ୍ତ୍ରୀ ପାଖରେ କିଛି ନ କିଛି ଗୁପ୍ତ ସମ୍ପତି ( ସାଧାରଣତଃ ଘରର ନାରୀ ମାନେ ସରାଗତ ରେ କିଛି ଟଙ୍କା ଲୁଚେଇକି ରଖିଥାନ୍ତି)  ଯାହାକୁ କି ସ୍ୱାମୀ କୁ ଜଣାଇନଥାନ୍ତି , ଯେଉଁଟା କି ଦରକାର ବେଳେ ବହୁତ କାମରେ ଆସିଥାଏ I 4) ବେଳେବେଳେ ଏମିତି ହୁଏ କି ସ୍ତ୍ରୀ ଟିଏ ତାର ଇଛା ବିରୁଧରେ ସ୍ୱାମୀ କଥାରେ ସହମତି ହେଇଥାଏ ନିଜର ଇଛା କୁ କବର ଦେଇଦେଇଥାଏ I 5)ସ୍ତ୍ରୀ ମାନେ ସାଧାରଣତଃ ନିଜର କଷ୍ଟ , ଶାରୀରିକ ପୀଡାକୁ ସ୍ୱାମୀ ଆଗରେ ପ୍ରକାଶ କରିନଥାନ୍ତି I ଏ ସବୁ ଛୋଟ କଥା ପାଇଁ ନିଜ ସ୍ୱାମୀ ଙ୍କୁ ଦୁଃଖ ଦେବାକୁ ଚାହିଁନଥାନ୍ତି I

Leave a Reply

Your email address will not be published. Required fields are marked *