କେବଳ ଧନୀ ଲୋକ ମାନଙ୍କ ହାତରେ ଦେଖାଯାଏ ଏହି ଚିଂହ

ହାତର ରେଖା ଆମ ଜୀବନ ବିଷୟରେ ବହୁତ୍ କିଛି କହିଥାଏ।କିନ୍ତୁ କେତ ଲୋକ ଏହି କଥା ଉପରେ ବିଶ୍ୱାସ କରନ୍ତି ନାହିଁ।ଆଜି ଆମେ ସେହି ଲୋକଙ୍କୁ କହିବା ଯେ ଆମ ହାତରେ ଏମିତି କେତେ ରେଖା ଅଛି ଯାହା ଆମ ଜୀବନ ସହ ଜଡ଼ିତ।ଆମ ଶରୀରର ପ୍ରତ୍ୟେକ ଜିନିଷ ଆମକୁ କେତ ସଂକେତ ଦେଇଥାଏ।

ଯେମିତି ଆପଣଙ୍କୁ ଯଦି କୋଉଠି ମାଡ଼ ହୋଇଯାଏ ତେବେ ଆପଣଙ୍କ ମସ୍ତିଷ୍କ ଆପଣଙ୍କୁ ସଂକେତ ଦେଇଥାଏ କୁ ଆପଣଙ୍କୁ କୋଉଠି ମାଡ଼ ହୋଇଛି।ସେହିପରି ଆମର ହାତର ରେଖା ମଧ୍ୟ ସମୟେ ସମୟେ ବଦଳିଯାଏ ଆଉ ଆମକୁ କହୁଥାଏ କି ଆମ ଜୀବନରେ କଣ ପରିବର୍ତ୍ତନ ଆସିବ। ବାସ୍ ଦରକାର ତାକୁ ବୁଝିବାକୁ।ଯଦି ଆମେ ତାକୁ ବୁଝିଯିବା ତେବେ ଆମକୁ ସଫଳତା ହେବାକୁ କେହି ରୋକିପାରିବେ ନାହିଁ।ଶାସ୍ତ୍ରରେ ସବୁ ରେଖା ବିଷୟରେ କୁହାଯାଇଛି।ଆମେ ହାତର ତ ସବୁ ରେଖା ପଢିପାରବେ ନାହିଁ।କିନ୍ତୁ ହାତର କିଛି ରେଖା ଆମ ଜୀବନର ବହୁତ୍ କଥା କହିଥାଏ।ଆଜି ଆମେ ସେହି ଖାସ୍ ରେଖା ବିଷୟ ରେ ଜାଣିବା।

1.M ଚିହ୍ନ ଲୋକ- ଯେଉଁ ଲୋକଙ୍କ ହାତରେ M ଚିହ୍ନ ଥାଏ ସେମାନେ ବହୁତ୍ ବୁଦ୍ଧିମାନ ହୋଇଥାନ୍ତି ଏବଂ ଆତ୍ମବିଶ୍ବାସ ରେ ଭରି ହୋଇଥାନ୍ତି।ଏମିତି ମଣିଷ ଜୀବନରେ ଖୁବ୍ ବୃଦ୍ଧି କରିଥାଏ।ଆଉ ସବୁବେଳେ ଖୁସିରେ ଜୀବନ ବ୍ୟତୀତ କରିଥାଏ।ଏମିତି ଲୋକଙ୍କୁ କେବେ ବି ମିଛ କୁହନ୍ତୁ ନାହିଁ ନହେଲେ ଆପଣ ଧରା ପଡିଯିବେ।

2.X ଚିହ୍ନ ଲୋକ- ଯେଉଁ ଲୋକଙ୍କ ହାତରେ ଏହି ଚିହ୍ନ ଥାଏ ସେମାନେ ଜୀବନରେ ବହୁତ୍ ସଫଳ ଆଉ ଲୋକପ୍ରିୟ ହୋଇଥାଏ।ଏମିତି ଲୋକଙ୍କ ଜୀବନରେ କେବେ ଟଙ୍କା ର ଅଭାବ ରହିଥାଏ।

3. ଅଧା ଚାନ୍ଦ ଲୋକ -ଯେଉଁ ଲୋକଙ୍କ ଦୁଇ ହାତକୁ ଯୋଡିଲେ ଅଧା ଚାନ୍ଦ ହୋଇଥାଏ ସେମାନେ ବହୁତ୍ attractive ହୋଇଥାନ୍ତି।

ଏମିତି ଲୋକ ଅଧିକ ବୁଦ୍ଧିମାନ ବି ହୋଇଥାଆନ୍ତି।ଏମିତି ଲୋକଙ୍କ ଜୀବନରେ ବହୁତ୍ ସଫଳତା ମିଳିଥାଏ କାରଣ ଏମିତି ଲୋକ ସବୁ ସମସ୍ୟାର ସମାଧାନ ବହୁତ୍ ସହଜରେ କରିପାରନ୍ତି
ହାତର ରେଖା ଆମକୁ କହିଥାୟେ କି ଆମେ ଜୀବନରେ ସଫଳ ହେବା କି ନାହିଁ କିନ୍ତୁ ପରିଶ୍ରମ ହେଉଛି ସଫଳତାର ଚାବିକାଠି।ହାତରେ ରେଖା ଥାଇ ଯଦି ଆମେ ପରିଶ୍ରମ ନ କରିବା ତେବେ କେବେ ବି ସଫଳତା ମିଳିବ ନାହିଁ।

Leave a Reply

Your email address will not be published. Required fields are marked *