ଓଡ଼ିଶାରେ ବିରଳ ବ୍ଲାକ୍ ଟାଇଗର

ଓଡ଼ିଶାର ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି କଳାବାଘ I ଯାହାକି ସାରା ଭାରତରେ ଚର୍ଚା ହେବାକୁ ଲାଗିଛି I ଏହା ଏକ କାଲରାପତ୍ରିଆ ପ୍ରଜାତିର ବାଘ ଅଟେ I ଓଡ଼ିଶାର ସୁନ୍ଦରଗଡ଼ ଜିଲା ହେମଗିର ଜଙ୍ଗଲରେ ବାଘଟି ବୁଲୁଥିବା ବେଳେ ସିସି କାମେରା ରେ ଏହାର ପ୍ରଥମ ଫଟ କାମେରା ରେ କଏଦ ହେଇଚି I ଏନେଇ ବିଧିବଦ୍ଧ ଭାବରେ ବନବିଭାଗ ପକ୍ଷରୁ ଘୋଷଣା କରାଯାଇଛି I

ଦେଶର ଅନ୍ୟ 8 ଟି ରାଜ୍ୟରେ କଳାବାଘ ଥିବା ଚର୍ଚା ହେଉଥିଲେ ମଧ୍ୟ କୌଣସି ଜାଗାରେ ପ୍ରମାଣ ମିଳିପାରିନାହିଁ I
ସୁନ୍ଦରଗଡ଼ ର ଏହି ହେମଗିର ଜଙ୍ଗଲ ରେ ପୂର୍ବରୁ ମଧ୍ୟ ଏକ ଧଳା ମହାବଳବାଘ ଥିବା ଜଣାପଡିଥିଲା I ଏବେ କଳାବାଘ ଥିବାର ଫଟ ପ୍ରଦର୍ଶନ ହେବାପରେ ପଶୁପକ୍ଷୀ ପ୍ରେମୀ ମାନଙ୍କ ମଧ୍ୟରେ ଖୁଶିର ଲହରୀ ଖେଳିଯାଇଛି I

Leave a Reply

Your email address will not be published. Required fields are marked *