70 ବର୍ଷର ବୃଦ୍ଧା ଗର୍ଭବତୀ

କଣ ଆପଣ ଭାବିପାରୁଛନ୍ତି ଜଣେ 70 ବର୍ଷରେ ବି ମା ହେଇପାରିବ ? ବିଶ୍ୱାସ ଲାଗୁନି ନା , କଥାଟି କିନ୍ତୁ ସତ I
ଘଟଣାଟି ମେକ୍ସିକୋର I 70 ବର୍ଷରେ ଜଣେ ବୃଦ୍ଧା ଗର୍ଭବତୀ ହେଇଛନ୍ତି I ଏବଂ ଏନେଇ ଖୋଦ ବୃଦ୍ଧା ଜଣକ ସୂଚନା ଦେଇଛନ୍ତି Iବୃଦ୍ଧା ଙ୍କ ନାମ ମାରିଆ ଡି ଲାଲୁସ୍‌। ପ୍ରଥମେ ଏ ଘଟଣା କୁ ଡାକ୍ତର ମାନେ ବିଶ୍ୱାସ କଲେ ନାହିଁ କିନ୍ତୁ ପରେ ମହିଳାଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା କରିସାରିବା ପରେ ଏହା ସତ୍ୟ ଏବଂ ବୃଦ୍ଧା ଜଣଙ୍କ 6 ମାସର ଗର୍ଭବତୀ ବୋଲି ସୂଚନା ଦେଇଥିଲେ I ଘଟଣାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଧରିଛି I ବୃଦ୍ଧା ଙ୍କର ଏହା ହେଉଛି ଅଷ୍ଟମ ସନ୍ତାନ I ସନ୍ତାନ ଜନ୍ମ ଦେବା ପରେ ମାରିଆ ହେବେ ପୃଥିବୀର ସବୁଠାରୁ ବୟସ୍କା ମହିଳା ମା ଯିଏ କି 70 ବର୍ଷରେ ଗର୍ଭ ଧାରଣ କରିଛନ୍ତି I

Leave a Reply

Your email address will not be published. Required fields are marked *