ଶିବ ମନ୍ଦିରରେ ଭୁଲ ରେ ବି କରନ୍ତୁ ନାହିଁ ଏହି କାମ ନହେଲେ ଭୋଗିବାକୁ ପଡିବ ମହକାଳ ଙ୍କ କ୍ରୋଧ।

ଭଗଵାନ ଶିବଙ୍କୁ ତିନି ଲୋକର ସ୍ବାମୀ କୁହାଯାଏ।ଏମିତି କୁହାଯାଏ କି ଯଦି ଗୋଟେ ଥର ଆପଣ ଶିବଙ୍କୁ ପ୍ରସନ୍ନ କରିଦେଲେ ତାହାଲେ ସବୁ ଦେବା ଦେବୀଙ୍କୁ ପ୍ରସନ୍ନ କରିଦେଲେ।ଭଗଵାନ ଶିବ ନିଜ ଭକ୍ତମାନଙ୍କ ସହ ସଦା ସର୍ବଦା ରହିଥାନ୍ତି।ସମଗ୍ର ଦୁନିଆ ରେ ତାଙ୍କର କୋଟି କୋଟି ଭକ୍ତ ପୂଜା କରିଥାନ୍ତି।

କୁହାଯାଏ ଭଗଵାନ ଶିବଙ୍କଠୁ ଯେଉଁ ଭକ୍ତର ଆର୍ଶୀବାଦ ମିଳିଯାଏ ତାହାର ଭାଗ୍ୟ ଚମକି ଉଠେ।କିନ୍ତୁ ଭଗଵାନ ଶିବଙ୍କର ଆର୍ଶୀବାଦ ଯେତେ ଲାଭକାରୀ ହୋଇଥାଏ ସେମିତି ହିଁ ତାଙ୍କର କ୍ରୋଧ ସେତ କ୍ଷତିକାରୀ ହୋଇଥାଏ।ସମସ୍ତ ଦେବୀ ଦେବେତାଙ୍କ ମଧ୍ୟରୁ ଭଗଵାନ ଶିବଙ୍କର କ୍ରୋଧ ବହୁତ୍ କ୍ଷତିକାରୀ ଅଟେ।ଯଦି ଶିବ ଥରେ କ୍ରୋଧିତ ହୋଇଯାୟନ୍ତି ତାଙ୍କୁ ଶାନ୍ତ କରିବା ବହୁତ୍ କଷ୍ଟ।ଏମିତିରେ କେହିବି ଚାହାନ୍ତି ନାହିଁ ଶିବଙ୍କର କ୍ରୋଧର ଶିକାର ହୁଅନ୍ତୁ।
ବର୍ତମାନ ଆପଣମାନଙ୍କୁ ଏମିତି କଥା କହିବି କାହାକୁ ମନ୍ଦିର ରେ କରିବା ଦ୍ବାରା ଭଗଵାନ ଶିବ ବହୁତ୍ କ୍ରୋଧିତ ହୁଅନ୍ତି।

1.ମନ୍ଦିରରେ ଖରାପ୍ ଭାଷାର ବ୍ୟବହାର-ଆପଣ ଘରେ ପୂଜା କରନ୍ତୁ କିମ୍ବା ମନ୍ଦିରରେ କେବି ବି କାହାକୁ ଗାଳି କରନ୍ତୁ ନାହିଁ।ଏହା ଦ୍ବାରା ଭଗଵାନ ଶିବ ବହୁତ୍ କ୍ରୋଧିତ ହୁଅନ୍ତି।ସେହି ଲୋକ ଜୀବନରେ ବହୁତ୍ ଦୁଃଖ ବା ସଙ୍କଟ ପଠେଇପାରନ୍ତି।ସେଥିପାଇଁ ଭୁଲ ରେ ବି ମନ୍ଦିରରେ ହେଉ କିମ୍ବା ଘରେ ପୂଜା କରିବା ସମୟରେ ଗାଳି କିମ୍ବା ଖରାପ୍ ଭାଷାରେ ଗାଳି କରନ୍ତୁ ନାହିଁ।

2.ମନ୍ଦିର ପରିସରରେ ମହିଳା ମାନଙ୍କୁ ଖରାପ୍ ନଜର ରେ ଦେଖିବା -ଆପଣମାନେ ବହୁତ୍ ସମୟରେ ଦେଖିଥିବେ ବହୁତ୍ ପୁରୁଷ ମନ୍ଦିର ଭିତରକୁ କେବଳ ମହିଳା ମାନଙ୍କୁ ଦେଖିବା ପାଇଁ ଆସିଥାନ୍ତି।ଯେଉଁ ପୁରୁଷ ମାନେ ମହିଳା ମାନଙ୍କୁ ପୂଜା କରିବା ସମୟରେ ଖରାପ୍ ଦୃଷ୍ଟିରେ ଦେଖନ୍ତି ଭଗଵାନ ଶିବ ସେଭଳି ପୁରୁଷ ମାନଙ୍କ ଉପରେ ବହୁତ୍ କ୍ରୋଧିତ ହୁଅନ୍ତି।ସେପରି ପୁରୁଷ ଜୀବନରେ କେବ ଶୁଖି ହୁଅନ୍ତି ନାହିଁ ଏବଂ ତାଙ୍କର ଭାଗ୍ୟ କେବେ ବି ତାଙ୍କ ସାଥ ଦିଏ ନାହିଁ।

3.ମନ୍ଦିରରେ ରାଗିବା-ମନ୍ଦିର ଏମିତି ଏକ ଜାଗା ଅଟେ ଯେଉଁଠି ମଣିଷ କେବଳ ଶାନ୍ତି ପାଇବା ପାଇଁ ଆସିଥାଏ।ଏପରି ଜାଗ��

Leave a Reply

Your email address will not be published. Required fields are marked *