ପୁଜା କରିବା ସମୟରେ ଏପରି କରିବା ଦ୍ୱାରା ଘରକୁ ଦରିଦ୍ରତା ଆସିଥାଏ

ଘରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ଠାକୁର ଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା କରାଯାଏ I ଘରେ ଠାକୁର ପୂଜା କରିବା ଦ୍ୱାରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଇଥାଏ I ମନରେ ଭକ୍ତି ଜାଗରଣ ହେଇଥାଏ I ତେବେ ପୂଜା ସମୟରେ ଆମ ର ଛୋଟ ଛୋଟ ଭୁଲ ଯୋଗୁଁ ଘରକୁ ସୁଖ ଶାନ୍ତି ବଦଳରେ ଅଶାନ୍ତି , ରୋଗ ବେମାର ମାଡିଆସିଥାଏ I ତେଣୁ ପୂଜା ସମୟରେ ଭୁଲରେ ରେ ଏସବୁ କରନ୍ତୁ ନାହିଁ I
1) ପୂଜା ସମୟରେ ଧୂପ କାଠି ଏବଂ ଦୀପ ଜଳାଇବା ପରେ ଡିଆସିଲ କୁ ପାଟିରେ ଫୁଙ୍କି ଲିଭାନ୍ତୁ ନାହିଁ ,

ଏହାଦ୍ୱାରା ମା ଲକ୍ଷ୍ମୀ ଅଶାନ୍ତି ହେଇଥାନ୍ତି ବୋଲି ମନାଯାଏ I
2) ପୂଜା ସମୟରେ ସାଧାରଣତଃ ଆମେ ଧୂପ ଜାଳିବା ଦ୍ୱାରା ଘରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଇଥାଏ , କିନ୍ତୁ ଧ୍ୟାନ ଦେବେ କି ଏହି ଧୂପକାଠି ଯେପରି ବାଉଁଶ ରେ ହେଇନଥାଏ I ବାସ୍ତୁ ଶାସ୍ତ୍ର ଅନୁଯାଇ ବାଉଁଶ କାଠି ଘରେ ଜାଳିବା ଭଲ ନୁହେଁ I

3) ପୂଜା ସମୟରେ ଗୋଟେ ଦୀପ ରୁ ଅନ୍ୟ ଏକ ଦୀପ ଲଗାନ୍ତୁ ନାହିଁ କିମ୍ବା ଦୀପରୁ ଧୂପ ଲଗାନ୍ତୁ ଏହା ଦ୍ୱାରା ଘରେ ବେମାରୀ ଲାଗିରହିଥାଏ ଏବଂ ବ୍ୟକ୍ତି ଦରିଦ୍ର ହେଇଯାଇଥାଏ I

Leave a Reply

Your email address will not be published. Required fields are marked *