ଜାଣି ରଖନ୍ତୁ ମହାଦେବ ଙ୍କ ଏହି ଶକ୍ତିଶାଳୀ ମନ୍ତ୍ର

ଆଜି ଆପଣଙ୍କୁ ଭଗଵାନ ଶିବଙ୍କର ଏମିତି ଏକ ମନ୍ତ୍ର ବିଷୟରେ କହିବି ଯାହା ଦ୍ଵାରା ଆପଣଙ୍କ ର କିଏ କିଛି କରିପାରିବେନି।
ଭଗଵାନ ଶିବଙ୍କ ପୂଜା ରେ କେତ ପ୍ରକାର ମନ୍ତ୍ରକୁ ଜପନ୍ତି ଆଉ କାର୍ଯ୍ୟ ସିଦ୍ଧି ପାଇଁ ଏହି ମନ୍ତ୍ର ସବୁ ଅଲଗା ଅଲଗା ହୋଇଥାଏ।କିନ୍ତୁ ଭଗଵାନ ଶିବଙ୍କୁ ଗୋଟିଏ ମନ୍ତ୍ର ଅଧିକ ପ୍ରିୟ।

ଆଉ ସେହି ମନ୍ତ୍ର ଟି ହେଉଛି ମହମୃତୁଞ୍ଜୟୀ ମନ୍ତ୍ର
ମନ୍ତ୍ର ଟି ଏହି ଭଳି ଅଟେ
“ଓଁ ତ୍ରୟବକଂ ୟାଯା ମ ହେ
ସୁଗନ୍ଧିଂ ପୃଷ୍ଟି ବର୍ଦ୍ଧ ନଂ
ଉର୍ବାରୁ କମିବ ବର୍ଦ୍ଧନାତ୍
ମୃତ୍ୟୋମୃ କ୍ଷୀ ୟ ମାମୃତତ୍”

ଶାସ୍ତ୍ରରେ ଅଲଗା ଅଲଗା କାମ ପାଇଁ ଅଲଗା ଅଲଗା ପ୍ରକାରର ମହାମୃତୁଞ୍ଜୟୀ ଜପ କରାଯାଏ
କୁହାଯାଏ କି ଯଦି ଆପଣ କେବେ ଭୟଭୀତ ହୁଅନ୍ତି କିମ୍ବା କିଛି ଅଲଗା ଭୟ ଆପଣଙ୍କୁ ହଇରାଣ କରିଥାଏ ତାହେଲେ ଆପଣ ମହା ମୃତ୍ୟୁଞ୍ଜୟ ମନ୍ତ୍ର କୁ ଜପ କରନ୍ତୁ ଏଥିରେ ଆପଣଙ୍କୁ ଭୟରୁ ମୁକ୍ତି ମିଳିବ।

ଯଦି ଆପଣ କୌଣସି ବଡ଼ ବିମାରିରେ ପୀଡ଼ିତ ଅଟନ୍ତି ତେବେ ଏହି ମନ୍ତ୍ର କୁ ୧୧୦୦୦ ଥର ଜପ କରନ୍ତୁ।
ଯଦି ଆପଣ ସନ୍ତାନ ପାଇବାର ଇଚ୍ଛା ରଖିଛନ୍ତି କିମ୍ବା ବ୍ୟବସାୟରେ ଉନ୍ନତି ପାଇବାକୁ ଚା ହୁଁଛନ୍ତି କିମ୍ବା ଅକାଳ ମୃତ୍ୟୁ ରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଏକ ଲକ୍ଷ ପଚିଶ ହଜାର ଥର ଏହି ମନ୍ତ୍ର ଜପ କରନ୍ତୁ।ଏମିତିରେ ଏକ ଲକ୍ଷ ପଚିଶ ହଜାର ଥର ମନ୍ତ୍ର ପଣ୍ଡିତ ମାନଙ୍କ ଦ୍ଵାରା ଅନୁଷ୍ଠାନ ମାନଙ୍କରେ କରାଯାଇଥାଏ।କିନ୍ତୁ ଯଦି ସାଧକ ପୁରା ଶ୍ରଦ୍ଧା ଆଉ ସାଧନା ସହ ଏହି ମନ୍ତ୍ର ଜପ କରେ ତେବେ ମନସ୍କାମନା ନିଶ୍ଚୟ ପୂରଣ ହୁଏ।କୁହାଯାଏ ଯେଉଁ ଲୋକ ଏହି ମନ୍ତ୍ର ଜପ କରେ ତାକୁ କେବେ ବି ଅକାଳ ମୃତ୍ୟୁ ଆସେ ନାହିଁ।

Leave a Reply

Your email address will not be published. Required fields are marked *