ଗତ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିଶ୍ଵ ଭାରତୀ ବିଶ୍ଵବିଦ୍ୟାଳୟ ର ଦିକ୍ଷନ୍ତ ସମାରୋହ ରେ ଯୋଗ ଦାନ କରିବା ପାଇଁ ଜାଇଁ ପହଞ୍ଚିଥିଲେ କୋଲକାତା ବିମାନ ବନ୍ଦର ରେ।
କିନ୍ତୁ ସେଠାରେ ମମତା ବାନାର୍ଜୀ ଙ୍କୁ ବିଳମ୍ବ ରେ ପହଞ୍ଚିଥିବା ର ଦେଖିବାକୁ ମିଳିଥିଲା। ତେବେ ବିଳମ୍ବରେ ପୁଷ୍ପ ଗୁଚ୍ଚ ଧରି ମମତା ମୋଦି ଙ୍କ ପାଖକୁ ଆସୁଥିବା ସମୟରେ ମୋଦି ଙ୍କ ଙ୍କ ନଜର ରେ ପଡ଼ିଥିଲା ମମତା ଆସୁଥିବା ରାସ୍ତା ରେ ଥିବା କାଦୁଅ ରେ। ତେବେ ମୋଦି ଏଥି ପାଇଁ ମମତା ଙ୍କୁ ଡାକି ଅନ୍ୟ ରାସ୍ତା ରେ ଆସିବାକୁ କହିଥିଲେ।