ପ୍ରାୟ ଝିଅ ମନେ emotional ହୋଇ କାନ୍ଦନ୍ତି।ଆଉ ଲୋକମାନେ ମଜାକ୍ ରେ ଏମିତି ଝିଅମାନଙ୍କୁ ଦୁର୍ବଳ ବୋଲି ଭାବନ୍ତି।କିନ୍ତୁ ଏମିତି ଭାବିବାର ଭୁଲ ବିଲକୁଲ ବି କରନ୍ତୁ ନାହିଁ।ଏହିଭଳି ଝିଅ ମାନଙ୍କ ଥରେ କିଛି ବିଶେଷ ଗୁଣ ଥାଏ।
ଏହି ଗୁଣ ହେଉଛି କି ଯେତେବେଳେ ଏହି ଝିଅ ମାନେ କାନ୍ଦି ଥାନ୍ତି ସେତେବେଳେ କିଏ କଣ ଭାବିବ କାହା କଥା କୁ ଖାତିର କରନ୍ତି ନାହିଁ ସେଥିପାଇଁ ଏମାନେ ବହୁତ୍ strong ହୋଇଥାନ୍ତି।ସେଥିପାଇଁ ଯେବେ ସେମାନଙ୍କ ମନ ଭାରିଯାୟେ ତ ପୁରା କା ନ୍ଦି ଦିଅନ୍ତି।କାନ୍ଦିବା ଦ୍ବାରା ମନର କଷ୍ଟ ଆଉ ମୁଣ୍ଡର tension ମଧ୍ୟ ଦୁରେଇଯାଇଥାୟେ।ଅଧିକ କାନ୍ଦୁଥିବା ଝିଅ ମାନେ ଅଧିକ ବେମାରିରୁ ବଞ୍ଚି ଯାଆନ୍ତି।ସେଥିପାଇଁ ଏମିତି ଝିଅ ମାନେ mentally ବହୁ ତ୍ strong ହୋଇଥାନ୍ତି।ଆଉ ସେମାନଙ୍କ ସ୍ଵାସ୍ଥ୍ୟ ମଧ୍ୟ ବହୁତ୍ ଭଲ ରହିଥାଏ।କାରଣ tension ରୁ ବଞ୍ଚିବା ପାଇଁ କାନ୍ଦିବା ଭଲ ମନା ଯାଏ।ପ୍ରତ୍ୟେକ କଥାକୁ ନେଇ emotional ହୋଇଥିବା ଝିଅ ମାନେ ତାଙ୍କ ପରିବାର ଆଉ ପାଟନର୍ ଙ୍କୁ ବହୁତ୍ ଭଲ ରଖିଥାନ୍ତି।
ଏମାନଙ୍କୁ ନିଜ ପରିବାର ଠୁ ଦୂରେଇଯିବା କୁ ବି ଡର ଲାଗିଥାଏ।ଏପରି ଝିଅ ଭଲ ମଣିଷ ହେବା ସହ ଭଲ ସାଙ୍ଗ ବି ହୋଇଥାଆନ୍ତି।ଏମାନେ ନିଜ ସାଙ୍ଗ ମାନଙ୍କର କେଉଁ ବି ସମସ୍ୟାରେ ସାଥୀ ଦେଇଥାନ୍ତି।ଏହି ଝିଅ ମାନେ ଅନ୍ୟ ମାନଙ୍କ ଭାବନା ବି ଜଲଦି ବୁଝି ଯାଆନ୍ତି।ଏମାନେ ଅନ୍ୟ ମାନଙ୍କ ଦୁଃଖରେ ହସିବା ଅପେକ୍ଷା ଏମାନଙ୍କୁ ବହୁତ୍ ବୁଝି ଥାଆନ୍ତି।