ସ୍ବାମୀ ସ୍ତ୍ରୀ ଶୋଇବା ପୁର୍ବରୁ କରନ୍ତୁ ଏହି କାମ,ପ୍ରେମ ରେ ଆସିବ ମଧୁରତା

ଆଜି କାଲି ର ସମୟରେ ସ୍ବାମୀ ସ୍ତ୍ରୀ ମାନଙ୍କ ମଧ୍ୟରେ ପୂର୍ବ ଭଳି ମଧୁରତା ରହୁନାହିଁ।କେଉଁଠି ଝଗଡା ଚାଲିଛି ତା କେଉଁଠି ସ୍ବାମୀ ସ୍ତ୍ରୀ ବନ୍ଧୁ ପରି ରହୁଛନ୍ତି।

ତେବେ ଆଜି ଆମେ ଏହା ଉପରେ କିଛି ଜାଣିବା ଙ୍କୁ କିପରି ଆପଣ ନିଜ ସଂପର୍କ କୁ ଅଧିକ ମଧୁର କରିପାରିବେ। ଏହି କାର୍ଯ୍ୟ କୁ ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ ଦୁହିଁଙ୍କ ପାଇଁ କରିବାର ଅଛି।।

ତେବେ ଏଥିପାଇଁ ଶୋଇବା ପୁର୍ବରୁ ସ୍ବାମୀ ସ୍ତ୍ରୀ ଙ୍କ ର ଓ ସ୍ତ୍ରୀ ସ୍ବାମୀ ଙ୍କ ପାଦ ର ଆକ୍ୟୁ ପ୍ରେସର୍ କରିବାର ଅଛି।

ଆକ୍ୟୁ ପ୍ରେସର୍ କରିବା ଦ୍ୱାରା ଏହା ମସ୍ତିଷ୍କ ପର୍ଯ୍ୟନ୍ତ ସଂଯୁକ୍ତ ହୋଇଥାଏ ଯାହା କି ଉଭୟ ନକୁ ଖୁସି ମିଳିଥାଏ। ହାତ ର ବୁଦ୍ଧ ଆଙ୍ଗୁଠି ଦ୍ଵାରା ଆପଣକଂ ପତି ବା ପତ୍ନୀ ଙ୍କ ପାଦ କୁ ଆକ୍ୟୁ ପ୍ରେସର୍ କରିବା ଦ୍ୱାରା ଏକ ହାର୍ମୋନ୍ କ୍ଷରିତ ହୋଇଥାଏ ଯାହାକି ଉଭୟ ଙ୍କ ମନ ରେ ଭଲ ଭାବନା ଆଣେ ଓ ସମ୍ପର୍କ ମଜବୁତ ହୋଇଥାଏ।

ଦ୍ଵିତ୍ୟିୟ ତ ଏହା ଅନେକ ରୋଗ ରୁ ମଧ୍ୟ ମୁକ୍ତି ଦେଇଥାଏ। ଏହି ଆକ୍ୟୁ ପ୍ରେସର୍ ରେ ଏତେ ଶକ୍ତି ଥାଏ କି ଏହା ହୃଦ୍ ରୋଗ ପରି ରୋଗକୁ ମଧ୍ୟ ଉପଶମ କରିବାକୁ କ୍ଷମତା ରଖିଥାଏ।

କିପରି କରିବେ

ପ୍ରଥମେ ହାତ ରେ ଆପଣଙ୍କ ପାର୍ଟନର ଙ୍କ ସମସ୍ତ ଆଙ୍ଗୁଠି କୁ ପ୍ରେସ କରନ୍ତୁ ଓ ପରେ ପରେ ପାଦ ର ସମସ୍ତ ଜାଗା ରେ କରନ୍ତୁ। ଧ୍ୟାନ ରଖନ୍ତୁ ଯେ ଆପଣ ୫ ମିନିଟ୍ ପାଇଁ ହିଁ କରନ୍ତୁ।

ଏପରି ପ୍ରତିଦିନ କରିବା ଦ୍ୱାରା କିଛି ଦିନ ମଧ୍ୟରେ ଆପଣ ନିଜ ସଂପର୍କ ଉନ୍ନତି ଅନୁଭବ କରିପାରିବେ।

Leave a Reply

Your email address will not be published. Required fields are marked *