ଶେଷରେ ମିଳିଲା ରତ୍ନ ଭଣ୍ଡାର ଚାବି

ଦୀର୍ଘ ୭୦ ଦିନ ଧରି ଚାଲିଥିବା ଚାବି ବିବାଦ ର ଆଜି ଅନ୍ତ ହୋଇଛି।ରତ୍ନ ଭଣ୍ଡାର ର ଚାବି ମିଳିଛି।ଏ ନେଇ ଗତ କାଲି ପୁରୀ ଜିଲ୍ଲାପାଳ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

ସେ ଜଣାଇଛନ୍ତି ଯେ ଜିଲ୍ଲା ରେକର୍ଡ ରୁମ୍ ରେ ଏକ ପାର୍ସଲ୍ ରେ ଏହା ମିଳିଛି। ଏହା ଥିବା ଲଫଫା ଉପରେ ରତ୍ନ ଭଣ୍ଡାର ଦୁପ୍ଳିକଟେ ଚାବି ବୋଲି ମଧ୍ୟ ଉଲେଖ ରହିଛି।

ଉଲ୍ଲେଖ ଥାଉ ଯେ ଗତ ଏପ୍ରିଲ ୨ ତାରିଖ ରେ ଅଧିକାରୀ ଜଣାଇଥିଲେ ଯେ ତାଙ୍କ ପାଖରେ ରତ୍ନ ଭଣ୍ଡାର ର ଭିତର ଚାବି ନାହିଁ।

Leave a Reply

Your email address will not be published. Required fields are marked *