ରିଲାଏନ୍ସ ଟିଭି ର ଧମାକାଧାର ଅଫର୍: ୪୯୯ ଟଙ୍କା ରେ ୫ ବର୍ଷ ଯାଏ ଟିଭି ଦେଖନ୍ତୁ ଫ୍ରି,ଜୁନ ୨୦ ରୁ ବୁକିଂ

ରିଲାଏନ୍ସ ଵିଗ୍ ଟିଭି ଆଣିଛି ଏହି ଧମାକାଧାର ଅଫର୍ ଯାହାକୁ ଶୁଣିଲେ ଆପଣ ଖୁସି ରେ ନାଚି ଉଠିବେ।

ଯେପରି ଜିଓ ରେ ଲଂଚ ସମୟରେ ଫ୍ରି ର ଡାଟା ଏବଂ କଲ୍ ପାଉଥିଲେ ଠିକ୍ ସେହିପରି ଏବେ ହେବ ଟିଭି ଚାନେଲ୍ ଦେଖିବାକୁ। କମ୍ପାନୀ ଡିଜିଟାଲ ଇଂଡିଆ କୁ ସପୋର୍ଟ କରିବାକୁ ଅନେକ ପଦକ୍ଷେପ ନେଇଛି।ଏହା ସହ ୧ ବର୍ଷ ପାଇଁ ଫ୍ରି ମଧ୍ୟ ବ୍ୟବହାର କରିବାକୁ ଦେଉଚି।

ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ସବିଶେଷ ଭାବରେ

୫ ବର୍ଷ ପାଇଁ ଦେଖିବେ ମାଗଣା ରେ ସବୁ ପେଡ୍ ଚ୍ୟାନେଲ କୁ

ଆଜ୍ଞା ହଁ, ୫ ବର୍ଷ ପର୍ଯ୍ୟନ୍ତ ସବୁ ଚ୍ୟାନେଲ କୁ ଫ୍ରି ରେ ଦେଖି ପାରିବେ ଏହି ରିଲାଏନ୍ସ ଵିଗ୍ ଟିଭି ସହିତ। ତେବେ ଏଥି ପାଇଁ ଆପଣଙ୍କୁ ଏହାର ସେଟ୍ ଅପ୍ ବାକ୍ସ କୁ ପ୍ରି ଵୁକିଂ କରିବାକୁ ପଡ଼ିବ। ପ୍ରି ଵୁକିଂ ଆପଣ ରିଲିଆଁସ ବିଗ୍ ଟିଭି ର ୱେବସାଇଟ କୁ ଯାଇ ବିକିଂ କରି ପାରିବେ।

ଯେଉଁ ମାନେ ପ୍ରି ଵୁକିଂ କରିବେ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟ ରେ ସେଟ୍ ଅପ୍ ବାକ୍ସ ଯୋଗାଇ ଦିଆଯିବ। ଏଥିରେ ଏକ ବର୍ଷ ର ଫ୍ରି ରହିବ ।

କିନ୍ତୁ ପ୍ରଥମ ପର୍ଯ୍ୟାୟ ରେ ଏହା କେବଳ ରାଜସ୍ଥାନ,ପଞ୍ଜାବ, ଉତ୍ତରାଖଣ୍ଡ, ଆନ୍ଧ୍ର ପ୍ରଦେଶ,କର୍ଣ୍ଣାଟକ,ଅରୁଣାଚଳ ପ୍ରଦେଶ,ମିଜୋରାମ,ନାଗାଲାଣ୍ଡ ଓ ସିକିମ ର ଅଧିବାସୀ ମାନଙ୍କ ପାଇଁ ଉପଲବ୍ଧ।

Leave a Reply

Your email address will not be published. Required fields are marked *