ଘର ର ଏହି ଦିଗରେ ଭୁଲ ରେ ବି ରଖନ୍ତୁ ନାହିଁ ଆଲମିରା

ଆଜି ଆମେ ଜାଣିବା କେଉଁ ଦିଗରେ ଆଲମାରୀ ରଖିଲେ ଆପଣଙ୍କର ଧନ ସମ୍ପତି ବୃଦ୍ଧି ହେବ।ଯଦି ଆପଣ ଏହା ଭୁଲ ଦିଗରେ ରଖନ୍ତି ତେବେ ଏହା ଦ୍ବାରା ଧନର ପରିମାଣ କମିଯିବ ଆଉ ଏହାର ପ୍ରଭାବ ଆପଣଙ୍କର ଘରର ମୂରବୀ ଉପରେ ପଡ଼ିବ।

ବିଜ୍ଞାନ ଅନୁସାରେ ଯଦି ଆପଣଙ୍କ ଆଲମାରୀ ଟି ଦକ୍ଷିଣ ମୁହଁ ହୋଇ ରହିଛି ତାହେଲେ ଜଲଦି ଏହାର ଦିଗ ବଦଳାନ୍ତୁ।କାହିଁକି ନା ଦକ୍ଷିଣ ଦିଗରେ ଯମରାଜା ରୁହନ୍ତି ଯାହା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ବହୁତ୍ ଖରାପ୍ ରହିବ ଏବଂ ଆପଣଙ୍କ ଟଙ୍କା ମଧ୍ୟ ଜଲଦି ଖର୍ଚ୍ଚ ହୋଇଯିବ।

ସବୁବେଳେ ଆଲମାରୀ କୁ ପୂର୍ବ ମୁହଁ କରି ରଖନ୍ତୁ କାହିଁକି ନା ଏହି ଦିଗରେ ରୁହନ୍ତି ଭଗଵାନ ଇନ୍ଦ୍ର ଆପଣ ମାନେ ଜାଣନ୍ତି ଭଗଵାନ ଇନ୍ଦ୍ର ବହୁତ୍ ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି।ଆପଣ କେବେ ବି ଆଲମାରୀ ପଶ୍ଚିମ ଦିଗରେ ରଖନ୍ତୁ ନାହିଁ କାରଣ ଏହି ଦିଗରେ ବରୁଣ ଦେବତା ରୁହନ୍ତି ଏବଂ ଏହାଦ୍ଵାରା ଟଙ୍କା ବହୁତ୍ କମ୍ ଆସିବ ଏବଂ ବହୁତ୍ ଅଧିକ ଖର୍ଚ୍ଚ ହୋଇଯିବ।

One Comment on “ଘର ର ଏହି ଦିଗରେ ଭୁଲ ରେ ବି ରଖନ୍ତୁ ନାହିଁ ଆଲମିରା”

  1. ଦୟାକରି ସଠିକ ତଥ୍ୟ ଦିଅନ୍ତୁ। ଆପଣଙ୍କ ଏହି ତଥ୍ୟ ଆମକୁ ଅଡୁଆରେ ପକାଉଛି। ପଶ୍ଚିମରେ ଆଲମାରୀ ନରଖି କେମିତି ପୂର୍ବ ମୁଖା ହବ ଟିକେ ବତେଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *