ଏହି ସ୍ତ୍ରୀ ମାନଙ୍କ ଠାରୁ ଲକ୍ଷ୍ମୀ ଛାଡି ଚାଲିଯାନ୍ତି I ଜାଣନ୍ତୁ କେଉଁମାନେ ଅଲକ୍ଷ୍ମୀ ଅଟନ୍ତି I

ଧାର୍ମିକ ଗ୍ରନ୍ଥ ମାନଙ୍କରେ ଗ୍ରନ୍ଥ ମାନଙ୍କୁ ନେଇ ବହୁତ୍ କଥା କୁହାଯାଇ ଅଛି।ବିଶେଷ କରି ମହିଳା ମାନଙ୍କ ଉପରେ ବହୁତ୍ କଥା ଶାସ୍ତ୍ରରେ ଦେଖିବାକୁ ବା ପଢ଼ିବାକୁ ମିଳିଥାଏ।ଏପରି ସ୍ଥଳରେ ଯଦି କାହାର ଲକ୍ଷଣ ଠିକ୍ ଅଟେ ଅନୁକୂଳ ଅଟେ ବା ଧାର୍ମିକ ଅଟେ ସେମାନଙ୍କୁ ମା ଲକ୍ଷ୍ମୀ ବିଚାର କରାଯାଏ।କିନ୍ତୁ ଯଦି କୌଣସି ସ୍ତ୍ରୀ ଏହି ଗୁଣ ର ବିପରୀତ ହୋଇଥାଏ ତେବେ ତାକୁ କୁଲକ୍ଷ୍ମି ବା ଅଲକ୍ଷ୍ମି ବୋଲି କୁହାଯାଏ।
ଆଜି ଆମେ ଏମିତି କଥା ଜାଣିବା ଯାହାର ଆଧାରରେ ମହିଳା ମାନଙ୍କୁ ଅଲକ୍ଷ୍ମୀ କୁହାଯାଏ।
– ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ମଇଳା,ଅପରିଷ୍କାର ହୋଇଥାଏ ତାହାକୁ କୁଲକ୍ଷ୍ମୀ ବିଚାର କରାଯାଏ।

କାରଣ ଅପରିଷ୍କାର ରହିବା ଦ୍ଵାରା ଘରେ ଦରିଦ୍ରତା ଦେଖାଯାଇଥାଏ।ଓ ସେଠାରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ। ତା ଛଡା ଯେଉଁ ସ୍ତ୍ରୀ ପାପ କାମ ରେ ଲିପ୍ତ ଥାନ୍ତି ସେଠାରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ।
– ଯେଉଁ ସ୍ତ୍ରୀ ର ମନ ନିଜ ସ୍ବାମୀ ଠାରେ ଲାଗେ ନାହିଁ।

ଶାସ୍ତ୍ର ଅନୁସାରେ ତାଙ୍କୁ ମଧ୍ୟ କୁଲକ୍ଷ୍ମୀ ବୋଲି କୁହାଯାଏ।ଯେଉଁ ସ୍ତ୍ରୀ ସର୍ବଦା ରାଗ ତମତମ୍ ହୋଇ ଘରର ଶାନ୍ତି ଭଙ୍ଗ କରୁଥାଏ ତାକୁ ବି ଅଲକ୍ଷ୍ମୀ ବିଚାର କରାଯାଏ।

ଘରେ କ୍ଲେଶ ସୃଷ୍ଟି ହେଲେ ଘରେ ଶାନ୍ତିର ପରିବେଶ ରହି ନ ଥାଏ।ଏପରି ସ୍ଥଳେ କେବେ ମା ଲକ୍ଷ୍ମୀ ରହିନଥାନ୍ତି।ଏଥିପାଇଁ ଏପରି ସ୍ତ୍ରୀ ଙ୍କୁ ବି ଅଲକ୍ଷ୍ମି କୁହାଯାଏ।
– ଯେଉଁ ସ୍ତ୍ରୀ ମନେ ଛଳ କପଟ କରିଥାନ୍ତି ଓ ମିଛ କହନ୍ତି ଶାସ୍ତ୍ର ଅନୁସାରେ ସେହି ଘର ର ଉନ୍ନତି ହୋଇନଥାଏ।ଏହି କାରଣରୁ ଏପରି ସ୍ତ୍ରୀ ଲୋକଙ୍କୁ ମଧ୍ୟ ଅ ଲକ୍ଷ୍ମୀ କୁହାଯାଏ।ଯେଉଁ ସ୍ତ୍ରୀ ନିଜ ଘରକୁ ସଜେଇ କି ସୁନ୍ଦର୍ କରି ନ ରଖେ ତାଙ୍କୁ ବି ଅ ଲକ୍ଷ୍ମୀ ବିଚାର କରାଯାଏ।

ତାହା ଏଥିପାଇଁ ତାଙ୍କ ଘରେ ନକାରାତ୍ମକ ଶକ୍ତିର ବାସସ୍ଥାନ ହୋଇଥାଏ।
– ଯେଉଁ ସ୍ତ୍ରୀ ମାନଙ୍କର ବିଚାର ଆଉ ଆଚରଣ ଭଲ ହୋଇନଥାଏ ତାଙ୍କୁ ବି ଅ ଲକ୍ଷ୍ମୀ କୁହାଯାଏ।କାରଣ ବିଚାର ଆଉ ଆଚରଣ ଠିକ୍ ନ ହେବା ଦ୍ବାରା ମଧ୍ୟ ଘର ଉପରେ କୁପ୍ରଭାବ ପଡିଥାଏ।ଯେଉଁ ସ୍ତ୍ରୀ ନିଜ ସନ୍ତାନକୁ ସ୍ନେହ କରେ ନାହିଁ ତାଙ୍କୁ ମଧ୍ୟ ଅ ଲକ୍ଷ୍ମୀ କୁହାଯାଏ।

Leave a Reply

Your email address will not be published. Required fields are marked *