ଆପଣଙ୍କ ଗାଧୋଇବା ପାଣି ରେ ଢାଳି ଦିଅନ୍ତୁ ଏହି ଜିନିଷ, ଶୁକ୍ର ଦୋଷ ରୁ ପାଇବେ ମୁକ୍ତି

ଆସନ୍ତା କାଲି ହେଉଛି ଏକ ବିଶେଷ ଶନିବାର। ଏହି କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ଧନ ପ୍ରାପ୍ତି ହେବ ଏବଂ ପାଖରେ ମଧ୍ୟ ଟଙ୍କା ରହିବ।

କାଲି ଆପଣ ଏକ ଅଳେଇଚ ନିଅନ୍ତୁ। ଏବିଂ ସେହି ଅଳେଇଚ କୁ ନିଜ ଡାହାଣ ହାତ ରେ ମୁଠି କରି ଧରନ୍ତୁ।

ଏବଂ ଏହାକୁ ଧରି ନିଜ ଘର ରେ ୩ ଥର ଓଲଟା ଚାଲନ୍ତୁ ଅର୍ଥାତ୍ ପଛକୁ ପଛକୁ ଚାଲନ୍ତୁ। କିନ୍ତୁ ଯେଉଁ ଘରେ ଆପଣଙ୍କୁ ପୂଜା ଘର ଅର୍ଥାତ୍ ଠାକୁର ଘର ଥିବା ସେହି ଘରେ ଆପଣ ଚାଲିବେ ନାହିଁ।

କିନ୍ତୁ ଯଦି ଆପଣଙ୍କ ର ଗୋଟେ ହିଁ ଘର ଅଛି ଆଉ ସେହି ଘରେ ଠାକୁର ପୂଜା ହେଉଛନ୍ତି ତେବେ ଆପଣ ସେହି ଘରେ ଚକର ଲଗେଇ ପାରିବେ।

ଏହା ପରେ ଆପଣ ଏହି ଅଳେଇଚ କୁ ନିଜର ସମସ୍ତ ସମସ୍ୟା ଜଣାନ୍ତୁ। (ଧ୍ୟାନ ରଖନ୍ତୁ ଯେ ଆପଣଙ୍କୁ ସମସ୍ୟା କହିବାର ଅଛି,ଇଛା ନୁହେ)

ଏହା ପରେ ଆପଣ ହ୍ରିଂ ହ୍ରିଂ.. ଏହିପରି ସାତ ଥର ଜପ କରିବାର ଅଛି।

ଏହା ପରେ ଏକ ପାତ୍ର ରେ କିଛି ପାଣି ନିଅନ୍ତୁ ଓ ଏହାକୁ ଗରମ କରନ୍ତୁ। ଯେତେବେଳେ ଏହି ପାଣି ଫୁଟିବ ସେତେବେଳେ ଏହି ଅଳେଇଚ କୁ ପାଣି ରେ ପକେଇ ଦିଅନ୍ତୁ।

ଏହା ପରେ ଆଉ ୫ ମିନିଟ୍ ପାଣି କୁ ଗରମ କରନ୍ତୁ ଓ ପାଣି ଗରମ୍। ହୋଇଯିବା ପରେ ଏହି ପାଣି କୁ ଆପଣଙ୍କୁ ଗାଧୋଇବା ପାଣି ରେ ମିଶାଇ ଦିଅନ୍ତୁ ଓ ଗଧାନ୍ତୁ।

ଗାଧୋଇବା ସମୟରେ ନିମ୍ନ ମନ୍ତ୍ର କୁ ଉଚ୍ଚାରଣ କରନ୍ତୁ।

ଏହା କରନ୍ତୁ ଆଉ ସ୍ନାନ ପରେ ଆପଣ ମଧ୍ୟ କିଛି ତେଜ ନିଜ ଦେହ ରେ ଅନୁଭୂତ କରିପାରିବେ।

Leave a Reply

Your email address will not be published. Required fields are marked *