ଡାଇବେଟିସ କୁ ମୂଳରୁ ଶେଷ କରିବ ଏହି ଦୁଇଟି ଚମତ୍କାରି ଉପାୟ I

ମଧୁମେହ ବା ଡାଇବେଟିସ ଏପରି ଏକ ରୋଗ ଯାହା ଏବେ ଅଧିକାଂଶ ଲୋକଙ୍କ ଠାରେ ଦେଖାଯାଉଛି I ସଠିକ ସମୟରେ ଖାଦ୍ୟ ଗ୍ରହଣ ନକରିବା ,ବେପରୁଆ ଦିନଚର୍ଯ୍ୟା, ଅତ୍ୟଧିକ ମିଠା ଖାଇବା ,ନିଶାସେବନ ଗ୍ରହଣ କରିବା ,ସବୁବେଳେ ମାନସିକ ଚାପ ରେ ରହିବା ଦ୍ୱାରା ପ୍ରାୟତ ମଧୁମେହ ହେଇଥାଏ ଅଥବା କିଛି ଲୋକଙ୍କର ବଂଶାନୁକ୍ରମିକ ଭାବେ ମଧୁମେହ ହେଇଥାଏ I ମଧୁମେହ ହେଲା ପରେ ଜୀବନ ଦୁର୍ବିସହ ହେଇପଡ଼େ I ସବୁ ସମସ୍ୟା ବଢି ଥାଏ ଶରୀର ରେ I ଖାଇବା ରେ ମଧ୍ୟ ଅନେକ କଟକଣା ରହିଥାଏ I ନିୟମିତ ଔଷଧ ସେବନ କରିବାକୁ ପଡିଥାଏ I

କିନ୍ତୁ ଆୟୁର୍ବେଦିକ ଉପଚାର ଅନୁଯାଇ ଆମ ଆଖପାଖରେ ଏମିତି କିଛି ଦୁର୍ଲଭ ଜଡିବୁଟି ରହିଛି ଯାହାକି ମଧୁମେହ କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେଇଥାଏ I1) ପିଆଜ ଷଣ୍ଢI ହେଉଛି ସେଥିରୁ ଅନ୍ୟତମ I ସମ୍ପୂର୍ଣ୍ଣ ଭାବେ ବିକଶିତ ହେଇନଥିବା ପିଆଜ କୁ ଷଣ୍ଢI ସହିତ ଉପାଡି ଆଣନ୍ତୁ ଏବଂ ଏହାକୁ ଧୋଇ ସାରିବା ପରେ ରାତିରେ ଏକ ପାତ୍ର ରେ ପାଣିରେ ଏହାକୁ ବୁଡାଇ ରଖନ୍ତୁ I ଏବଂ ସକାଳୁ ଏହି ପାଣିକୁ ବ୍ୟବହାର କରନ୍ତୁ I

କିଛି ଦିନ ନିୟମିତ ବ୍ୟବହାର କରିବା ପରେ ଆପଣ ଏହାର ଉପକାରିତା ଜାଣିପାରିବେ I
2) ଭେଣ୍ଡି : ଭେଣ୍ଡି ଏକ ଏମିତି ପରିବା ଯାହା ସବୁ ଜାଗାରେ ଅତି ସହଜ ରେ ମିଳିଥାଏ I କିନ୍ତୁ ଏହା ମଧୁମେହ କମାଇବା ପାଇଁ ରାମବାଣ ସଦୃଶ ହେଇଥାଏ I

ରାତିରେ 5/6 ଟି ଭେଣ୍ଡି କୁ ଦୁଇ ସାଇଟ ରୁ କାଟିଦେଇ ଏହାର ଆଗ ଏବଂ ପଛ ଭାଗକୁ ଫୋପାଡିଦିଅନ୍ତୁ ଏବଂ ମଝି ଭାଗକୁ ଏକ ଗ୍ଲାସ ପାଣିରେ ରଖନ୍ତୁ I ସକାଳୁ ଏହାକୁ ଏହି ପାଣିକୁ ସେବନ କରିବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ରେ ରହିଥାଏ I

Leave a Reply

Your email address will not be published. Required fields are marked *