ଜ୍ଵର ହେଲେ ମେଡ଼ିସିନ୍ ଖାଇବା ଆଗରୁ ଏହାକୁ ଥରେ ନିଶ୍ଚୟ ପଢନ୍ତୁ।

ଆପଣଙ୍କୁ ଯେତେବେଳେ ଜର ହୁଏ ଆପଣ କଣ କରନ୍ତି? ନିଶ୍ଚୟ ଆପଣ ମେଡିସିନ ଷ୍ଟୋର କୁ ଯାଇ ପାରେସଟାମୋଲ୍ କିମ୍ବା କ୍ରୋସିନ ଔଷଧ ଖାଉଥିବେ।କିନ୍ତୁ ଆପଣ ଜାଣନ୍ତି କି ଜର କାହିଁକି ହୁଏ। ଏବେ ଆମେ ଜାଣି ନେବା ଜର କାହିଁକି ହୁଏ।ଏବଂ ଜର ହେବା ସମୟରେ ଔଷଧ ଖାଇଲେ କଣ କ୍ଷତି ହୁଏ।

ବାହାରର ତାପମାତ୍ରା ଯାହା ହେଉ କିନ୍ତୁ ଆମ ଶରୀରର ତାପମାତ୍ରା ସ୍ତିର ରହିଥାଏ।ଆମ ଶରୀରର ତାପମାତ୍ରା 37ଡିଗ୍ରୀ ସେଲସିୟସ କିମ୍ବା 98.6 ଫାରେଂହେଇର୍ତ୍ ।କିନ୍ତୁ ବେଳେ ବେଳେ ଆମ ଶରୀରର ତାପମାତ୍ରା ବହୁତ୍ ବଢିଯାଇଥାୟେ।ଆମକୁ ଥଣ୍ଡା ଲାଗି ବା ସହ ଆମ ଦେହ ଅସୁସ୍ଥ ରହିଥାଏ।ପ୍ରାୟ ଅଧିକାଂଶ ସମୟରେ ହେଉଥିବା ଜର infection କାରଣରୁ ହୋଇଥାଏ।ଯଦି ଆମେ ପୁରା ଦିନ ଭିତରେ ଦେଖିବା ତେବେ ଗୋଟେ ଡିଗ୍ରୀ ତାପମାତ୍ରା ବଢେ ବା କମିଥାୟେ।

ଜର ସେ ସମୟରେ ହୋଇଥାଏ ଯେତେବେଳେ ଆମ ତାପମାତ୍ରା 38ଡିଗ୍ରୀ ସେଲସିୟସ ଏବଂ 100ଡିଗ୍ରୀ farenheight ରୁ ଅଧିକ ବଢ଼ିଯାଇଥାୟେ।ଏଥିରେ ଗୋଟେ ପ୍ରଶ୍ନ ଆସିପାରେ କି ଦେହ ଗରମ କାହିଁକି ହୁଏ।ବା ଦେହର ତାପମାତ୍ରା କାହିଁକି ବଢ଼ିଥାଏ। ବହୁତ ଲୋକଙ୍କ ମନରେ ଭୁଲ୍ ଧାରଣା ଥାଏ ଜର ହେଉଛି ଏକ ରୋଗ କିନ୍ତୁ ଏହା ଗୋଟେ ଭୁଲ୍ ଧାରଣା।ପ୍ରକୃତରେ ଏହା ଏକ ରୋଗ ନୁହେଁ।

ଏହା ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ। ଏବେ ଆପଣ ଭାବୁଥିବେ ଏହା କିପରି ହୋଇପାରିବ। ଜର ଆମ ଶରୀରରେ immunity ଯୋଗୁ ହୋଇଥାଏ।ରୋଗ ସୃଷ୍ଟି କରୁଥିବା ଜୀବାଣୁ ସହ ଲଢ଼ି ଆମ immuni cell ଆମକୁ ରୋଗ ମୁକ୍ତ କରିଥାଏ।ଏହା ଆମ ଶରୀରର ସେହି ଶକ୍ତି ଯାହା ଆମ ଶରୀରକୁ ରୋଗରୁ ବଞ୍ଚେଇ ଥାଏ।ଶରୀରର ତାପମାତ୍ରା ବଢିବା ଦ୍ବାରା ବହୁ ବାକ୍ଟେରିଆ ଓ ଭାଇରସ ଏହାକୁ ସହି ପାରନ୍ତି ନାହିଁ।ଏବଂ ଏହି ବଢୁଥିବା ତାପମାତ୍ରା ତାଙ୍କ ପାଇଁ କ୍ଷତିକାରକ ହୋଇଥାଏ।ଏକଥା ମନେ ରଖିଥିବେ ଜର ଆମ ଶରୀର ପାଇଁ ଭଲ।ପ୍ରତ୍ୟେକ ଜର ୨ ରୁ ୪ ଦିନ ପର୍ଯ୍ୟନ୍ତ ରହିଥାଏ।

କାରଣ ଜର ହେବା ଦ୍ବାରା ଆମ ଶରୀରରୁ ଝାଳ ବୋହୁଥାଏ।ତେଣୁ ଆପଣ ଯେବେ ଜର ଔଷଧ ପାଇଁ ଯାଆନ୍ତି ଆପଣଙ୍କୁ କୁହାଯାଇଥିବ କି ଅଧିକ ରୁ ଅଧିକ ପାଣି ପିଇବା ପାଇଁ ଏବଂ ଆରାମ କରନ୍ତୁ।ସବୁବେଳେ ଏହି ଔଷଧ ଆମ ଶରୀର ପାଇଁ କ୍ଷତିକାରକ।କାରଣ ଏହା ଆମ ଶରୀରରେ ଥିବା immuni system କୁ ନଷ୍ଟ କରିଥାଏ।

Leave a Reply

Your email address will not be published. Required fields are marked *