କୁହାଯାଏ ବିଶ୍ୱାସ ରେ ହିଁ ଭଗବାନ ମିଳନ୍ତି I ମନୁଷ୍ୟ ତ କେବଳ ପରିଶ୍ରମ କରେ କିନ୍ତୁ ଭଗବାନ ଫଳ ଦେଇଥାନ୍ତି I ସେଥିପାଇଁ ଅନେକ ଲୋକ କଠିନ ପରିଶ୍ରମ କରୁଥିଲେ ମଧ୍ୟ ଉପଯୁକ୍ତ ଫଳ ପାଇନଥାନ୍ତି ସେଥିପାଇଁ କୁହାଯାଏ ଯେ ସେମାନଙ୍କ ଉପରେ ଭଗବାନ ପ୍ରସନ୍ନ ନୁହନ୍ତି I ତେବେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନ ଙ୍କ ଉପରେ ସ୍ୱୟଂ ଭଗବାନ ଶିବ ପ୍ରସନ୍ନ ହେଇଥାନ୍ତି I ଏମାନଙ୍କ ଜୀବନରେ କୌଣସି ସମସ୍ୟା ଆସିବାକୁ ଦେଇନଥାନ୍ତି I
A ନାମର ଲୋକ :
ଯେଉଁ ମାନଙ୍କର ନାମ ଏହି ନାମରୁ ଆରମ୍ଭ ହେଇଥାଏ ସେମାନେ ମହାଦେବ ଙ୍କର ସବୁଠାରୁ ଅଧିକ ପ୍ରିୟ ହେଇଥାନ୍ତି I ଏହି ନାମର ବ୍ୟକ୍ତି ମାନେ ପ୍ରଭୁ ଶିବଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରଖିଥାନ୍ତି ,କୁହାଯାଏ ବିଶ୍ୱାସ ରେ ହିଁ ଶିବ ମିଳନ୍ତି ସେଥିପାଇଁ ସ୍ୱୟଂ ଶିବ ଏହି ନାମର ବ୍ୟକ୍ତି ମାନଙ୍କୁ ସବୁ ଖରାପ ପରିସ୍ଥିତି ରୁ ଉଦ୍ଧାର କରିବା ପାଇଁ ପଥ ପ୍ରଦଶକ ହେଇଥାନ୍ତି I ବାସ ଏହି ନାମର ବ୍ୟକ୍ତି ମାନଙ୍କୁ କେବଳ ଭଗବାନ ଙ୍କ ସେହି ଇସାରା ବୁଝିବା ଆବଶ୍ୟକ I
C ନାମର ବ୍ୟକ୍ତି :
ଏହି ନାମର ବ୍ୟକ୍ତି ମାନେ ମଧ୍ୟ ପ୍ରଭୁ ଶିବ ଙ୍କର ଭକ୍ତ ହେଇଥାନ୍ତି I ପ୍ରଭୁ ଶିବଙ୍କୁ ବିଶ୍ୱାସ କରିଥାନ୍ତି I ପ୍ରଭୁ ଶିବ ଏହି ନାମର ବ୍ୟକ୍ତି ମାନଙ୍କୁ ସମସ୍ତ ସମସ୍ୟା ରୁ ମୁକୁଳାଇଥାନ୍ତି I
J,P,S,V ନାମର ବ୍ୟକ୍ତି :ଯେଉଁ ବ୍ୟକ୍ତିର ନାମ ଏହି ଅକ୍ଷର ରୁ ଆରମ୍ଭ ହେଇଥାଏ ସେମାନେ ଶିବ ଙ୍କର ଆରାଧନା କରିବାକୁ ଭଲ ପାଇଥାନ୍ତି I ସେମାନଙ୍କର ଆରାଧ୍ୟ ଦେବତା ଭାବେ ପ୍ରଭୁ ଶିବ ଙ୍କୁ ବାଛିଥାନ୍ତି I ଶିବ ଙ୍କ ଉପରେ ଅଖଣ୍ଡ ଭରଷା ଏବଂ ବିଶ୍ୱାସ ରଖିଥାନ୍ତି I
ଜୀବନରେ ଯଦି କୌଣସି ସମସ୍ୟା ଉପୁଜେ ତେବେ ଏମାନେ ଶିବ ଙ୍କ ଉପରେ ସେହି ସମସ୍ୟାର ସମାଧାନ ପାଇଁ ଛାଡିଦେଇଥାନ୍ତି I ଏମାନଙ୍କ ମତରେ ପ୍ରଭୁ ଶିବ ହିଁ ସବୁ ସମସ୍ୟା ସମାଧାନ କରିଥାନ୍ତି I ସେଥିପାଇଁ ଏହି ନାମର ବ୍ୟକ୍ତି ମାନଙ୍କ ଜୀବନରେ ଯେ କୌଣସି ସମସ୍ୟା ଆସେ ସ୍ୱୟଂ ପ୍ରଭୁ ଶିବ ସମାଧାନ କରିଥାନ୍ତି ବୋଲି ମନାଯାଏ I