କେଶ ଉପୁଡା ବନ୍ଦ ସହ କେଶ ର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କରନ୍ତୁ ଏହି ସବୁ ଉପାୟ

ସୁନ୍ଦର ଦେଖାଯିବା ପାଇଁ କିଏ ବା ନ ଚାହେଁ।ପୁରୁଷ ହୁଅନ୍ତୁ କିମ୍ବା ମହିଳା ସମସ୍ତେ ଚାହାଁନ୍ତି ସେମାନଙ୍କ ଆକର୍ଷଣୀୟ ପାତ୍ର ହୁଅନ୍ତୁ।ଆମେ ସୁନ୍ଦର୍ ଦେଖାଯିବା ପାଇଁ ଚୁଟି ର ଭୂମିକା ଅତ୍ୟନ୍ତ ମହତ୍ଵ ପୂର୍ଣ୍ଣ।

କିନ୍ତୁ ଆଜି କାଲିର କର୍ମ ବହୁଳ ଜୀବନରେ ଚୁଟିର ଯତ୍ନ ନେବା ପାଇଁ ସମୟ ମିଳିପାରିନାହିଁ।ସେଥିପାଇଁ ଚନ୍ଦା ପଣ,କେଶ ଝଡ଼ିବା, ରୁପି ଆଉ ଚୁଟି ପାଚିବା ଆଦି ସମସ୍ୟା ଦେଖାଯାଇଥାଏ।ଯାହା ସେମାନଙ୍କ ସୌନ୍ଦଯ୍ୟରେ ବହୁତ୍ ବାଧା ଦେଖାଯାଇଥାଏ।କିନ୍ତୁ ସମସ୍ତଙ୍କ ଇଚ୍ଛା ଥାଏ ବଡ଼ ଚୁଟି ରଖିବାପାଇଁ।ମୁଁ ଆପଣଙ୍କୁ ଗୋଟେ ଘରୋଇ ଉପଚାର କହିବି ଯାହା ଚୁଟି ଝଡ଼ିବା ଏବଂ ବହୁତ୍ ସମସ୍ୟା ଦୂର ହୋଇଯାଇଥାଏ।

ଆମେ ସମସ୍ତେ ସାମ୍ପୁ ବ୍ୟବହାର କରି ମୁଣ୍ଡ ସଫା କରିଥାଉ।ସାମ୍ପୁ ର କେମିକାଲ ଆମ ମୁଣ୍ଡକୁ ସଫା କରିବା ସହ ଆମର ତୈଳ ଗ୍ରନ୍ଥି କୁ ମଧ୍ୟ ନଷ୍ଟ କରିଥାଏ।ଯାହା ଫଳରେ ଚୁଟି ର ମୂଳ ଅଂଶ ଦୁର୍ବଳ ହୋଇଯାଇଥାଏ ଏବଂ ଚୁଟି ଝଡ଼ିବା ସହ ଅନ୍ୟ ରୋଗ ମଧ୍ୟ ଦେଖାଯାଇଥାଏ।

ଆଜି ଆମେ ସାମ୍ପୁ ର ଉଚିତ୍ ବ୍ୟବହାର ବିଷୟରେ ଜାଣିବା।

ଆମେ ସାମ୍ପୁରେ ଦୁଇଟି ଜିନିଷ ମିଶାଇବା

– ପ୍ରଥମେ ଆପଣ ଯେତିକି ସାମ୍ପୁ ଲଗେଇବା କଥା ସେତିକି ଗୋଟେ ପାତ୍ର ରେ ରଖିବେ।

– ତା ପରେ ଆମେ ଏଥିରେ ଆଲୋବେରା ଜେଲ୍ ମିଶାଇବା।

– ଏଥିରେ ଆମେ ଭିଟାମିନ E କେପସୁଲ ମିଶାଇବା।ଏହା ଆମ କେଶ ଗ୍ରନ୍ଥି କୁ ଠିକ୍ ରଖିବା ସହ Hermon ମଧ୍ୟ କ୍ଷରଣ କରିଥାଏ।

– ଏହାର ମିଶ୍ରଣ କୁ ନେଇ ତୁମ ମୁଣ୍ଡରେ ଲଗାନ୍ତୁ । ତା ପରେ ଅଳ୍ପ ପାଣି ନେଇ ଫେଣ କରିନିଆନ୍ତୁ।ଆଉ ୧୦ ମିନିଟ୍ ଏପରି ଛାଡ଼ି ଦିଅନ୍ତୁ।ମୁଣ୍ଡକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।ଏହାର ଫାଇଦା ଆପଣଙ୍କୁ ପ୍ରଥମ ସପ୍ତାହ ରୁ ହିଁ ମିଳି ପାରିବ।

Leave a Reply

Your email address will not be published. Required fields are marked *