ରାସ୍ତା ଉପରେ ପଡ଼ିଥିବା ଟଙ୍କା କେବେ ଉଠାଇଛନ୍ତି କି? ଜାଣନ୍ତୁ ଏହା ଭଲ ନା ଖରାପ୍

ଆଜି ଆମେ ଏହି ପୋଷ୍ଟ ରେ ଜାଣିବା କି ରାସ୍ତାରେ ପଡ଼ିଥିବା ପଇସା ଉଠେଇଲେ କଣ ହୁଏ ବହୁତ୍ ଲୋକ ଅଛନ୍ତି ଯେଉଁମାନେ କେବେ ନା କେବେ ରାସ୍ତା ରେ ପଇସା ପାନ୍ତି।

ଆଜି ଆମେ ଜାଣିବା ରାସ୍ତାରେ ପଇସା ପାଇଲେ ଶୁଭ ନା ଅଶୁଭ।ସେହି ପଇସା ଆପଣଙ୍କ ଭାଗ୍ୟ ବଦଳେଇ ଥାଏ କିମ୍ବା କିଛି ଖରାପ୍ ପ୍ରଭାବ ପଡିଥାଏ।ଯଦି ଅଚାନକ କୌଣସି ପ୍ରକାର ଧନ ଲାଭ ହୋଇଯାଏ ତେବେ ବ୍ୟକ୍ତି କୁ ରୋମାଞ୍ଚ ର ଅନୁଭବ ହୋଇଥାଏ।

ଏହାଠାରୁ ବି କିଛି ଭଲ ଅନୁଭବ ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କୁ ରାସ୍ତା ଘାଟରେ ଚାଲୁଥିବା ସମୟରେ କିଛି ପଇସା ମିଳିଯାଏ।କେହି କେହି ଏହି ପଇସା କୁ କାମରେ ଲଗେଇଥାନ୍ତି ତ କେହି ଏହାକୁ ଉଠେଇ କୌଣସି ଧାର୍ମିକ କାର୍ଯ୍ୟରେ ଲଗେଇଥନ୍ତି।କିମ୍ବା ପଇସାର ଆବଶ୍ୟକ ଥିବା ବ୍ୟକ୍ତି କୁ ଦେଇଦିଆନ୍ତି।

ଏହା ଦୁଇଟି କଥା ଉପରେ ନିର୍ଭ ର କରିଥାଏ।

ପ୍ରଥମେ ଏହା କି ଯେବେ ଆପଣଙ୍କୁ ତାହା ମିଳିଲା ସେ ସମୟରେ ଆପଣଙ୍କ ଚିନ୍ତାଧାରା କଣ ଥିଲା।

ଦ୍ଵିତୀୟ ଟି ଏହା ଅଟେ କି ଯେବେ ଆପଣଙ୍କୁ ନୋଟ ମିଳିଲା କୋଇନ।ଯଦି ଆପଣଙ୍କୁ କୌଣସି coin ପ୍ରାପ୍ତ ହୋଇଛି ତ ଏହାର ସମ୍ବନ୍ଧ ନୂଆ କରି କୌଣସି କାର୍ଯ୍ୟ ଆରମ୍ଭ କରିବା ସହ ହୋଇଥାଏ।ଯଦି ଆପଣ ଜୀବନରେ କିଛି ନୂଆ କରିବା ଚାହୁଁଛନ୍ତି ସେଥିପାଇଁ ଏବେ ଠିକ୍ ସମୟ ଆସି ଯାଇଛି।ଏହା ସଫଳତା ପ୍ରଗତି ଉପଲବ୍ଧିରେ ସଂକେତ ଅଟେ।
ଏବେ ଆମେ ଜାଣିବା ଯଦି ଆପଣଙ୍କୁ କୌଣସି ନୋଟ ପ୍ରାପ୍ତି ହୁଏ ତାହାର ଅର୍ଥ ଏହା ଅଟେ କି ଆପଣଙ୍କୁ ଆପଣଙ୍କ ପରିସ୍ଥିତି କୁ ଗମ୍ଭୀରତା ର ସହିତ ଦେଖିବାର ଆବଶ୍ୟକତା ଅଛି।ଆପଣଙ୍କୁ ଆପଣଙ୍କ ଉପରେ ବିଶ୍ୱାସ ରଖି ନିଜ କାର୍ଯ୍ୟରେ ପରିଣତ କରିବା ର ଆବଶ୍ୟକ ଅଛି।

ଆପଣଙ୍କୁ ତ ସଫଳତା ମିଳିବ କିନ୍ତୁ ସର୍ତ୍ତ ଏହା କି ଆପଣ ଆପଣଙ୍କ ଉପରେ ନିୟନ୍ତ୍ରଣ ଓ ବିଶ୍ୱାସ ଦୁଇଟି ଯାକ ନିରନ୍ତର ରଖିବାକୁ ହେବ।ରାସ୍ତାରେ ପଡ଼ିଥିବା ଟଙ୍କା ଆଉ ଏକ ସଂକେତ ଦେଇଥାଏ ହୁଏତ ଆପଣଙ୍କୁ ଏ coin ଦ୍ବାରା ତାଙ୍କ ଆସରି ବାଦ୍ ଦେବାକୁ ଚାହୁଁଛନ୍ତି।ଓ ସେ ଏହା ଦ୍ବାରା କହିବାକୁ ଚାହୁଁଛନ୍ତି କି ଆପଣ କେବେ ବି ନିଜକୁ କମଜୋର ଭାବିବେ ନାହିଁ।ସେ ଏହା ବି କହିଛନ୍ତି ଯେ ଯଦି ଆପଣ ଆତ୍ମବିଶ୍ବାସ ହରେଇ ବସିଛନ୍ତି ତାକୁ ପୁନଃ ଆଣିବାକୁ ଚେଷ୍ଟା କରନ୍ତି।

Leave a Reply

Your email address will not be published. Required fields are marked *