ସ୍ମାର୍ଟ ସିଟି ରାଜଧାନୀ ରେ ସ୍ମାର୍ଟ ବର୍ଷା ପୋଖରୀ ଯୋଜନା :ଅସରାଏ ବର୍ଷା ରେ ରାଜଧାନୀ ବାସି ଜଳବନ୍ଦୀ

ଅସରାଏ ବର୍ଷାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଅବସ୍ଥା ବେହାଲ ହେଇଯାଇଛି I ରାଜଧାନୀର ଅଧିକାଂଶ ଅଂଚଳ ଜଳମଗ୍ନ ହେଇଥିବା ବେଳେ ଅନେକ ଗାଡି ମୋଟର କୃତିମ ବନ୍ୟାର ତାଣ୍ଡବ ରେ ଅସ୍ତବ୍ୟସ୍ତ ହେଇଯାଇଛନ୍ତି I ଗତକିଛିଦିନ ତଳେ ଇସ୍କନ ମନ୍ଦିର ସାମ୍ନାରେ ସାମାନ୍ୟ ବର୍ଷା ଜଳରେ ଅନେକ ଗାଡି ଭାସିବା ପରିସ୍ଥିତି ସୃଷ୍ଟି ହେଇଥିଲା ଯେଉଁଥିପାଇଁ କଂଗ୍ରେସ ତରଫରୁ ବିରୋଧ କରି ଏନ ଏଚ ଆଇ ଅଫିସ ଭିତରେ ପାଣି ପୁରାଇଦେଇଥିଲେ I ଘଟଣାର କିଛି ଦିନ ବିତିଥିବା ବେଳେ ପୁଣି ଥରେ ରାଜଧାନୀ ବର୍ଷା ପାଣିରେ ରେ ଉବୁଟୁବୁ ହେଇଚି

I ସୂଚନା ଥାଉ କି କିଛିଦିନ ତଳେ ସ୍ମାର୍ଟ ସିଟି ତାଲିକାରେ ବିଶ୍ୱର 50 ଟି ସିଟି ମଧ୍ୟରୁ ଭୁବନେଶ୍ୱର 32 ନମ୍ବର ସ୍ଥାନ ପାଇଛି I

Leave a Reply

Your email address will not be published. Required fields are marked *