ଦିନ ଦିପହରେ ସମ୍ବଲପୁର ରେ ଦେହ ବେପାର I ଧରାପଡିଲା ସେକ୍ସ ର଼୍ୟାକେଟ

ଦିନ ଦିପହରେ ସମ୍ବଲପୁର ର ଶକ୍ତିନଗର ରେ ଅବାଧରେ ଚାଲିଥିଲା ସେକ୍ସ କାରବାର I ତାହା ପୁଣି ଏକ ଭଡା ଘରେ I ସହର ର ବହୁ ନାମୀ ଦାମୀ ବ୍ୟକ୍ତିଙ୍କୁ ଖୁସି କରିବାକୁ ରାଜ୍ୟର ବିଭିର୍ଣ୍ଣ ଅଂଚଳ ରୁ ଆସୁଥିଲେ ରୁପଜୀବି ମାନେ I ତେବେ ଭଡ଼ାଘରେ ସବୁବେଳେ ଭିର୍ଣ୍ଣ ଭିର୍ଣ୍ଣ ଯୁବତୀଙ୍କ ଗହଳି ଲାଗିରହୁଥିବାରୁ ଏନେଇ ସ୍ଥାନୀୟ ବାସିନ୍ଦା ଙ୍କ ସନ୍ଦେହ ଉପୁଜିଥିଲା I ଏନେଇ ପୋଲିସ ରେ ଖବର ଦିଆଯାଇଥିଲା ,ତେବେ ଗତକାଲି ହଠାତ ପୋଲିସ ଚଢ଼ାଉ କରିବା ସମୟରେ ଭଡ଼ାଘରୁ 5ଜଣ ଦେହଜୀବୀ ଙ୍କ ସମେତ 6ଜଣ ଗ୍ରାହକ ଙ୍କୁ ଗିରଫ କରିଛି I ଏହା ସହିତ ଘଟଣାସ୍ଥଳରୁ ବହୁ ଆପତ୍ତି ଜନକ ସାମଗ୍ରୀ ସହିତ ନଗଦ 20 ହଜାର ଟଙ୍କା ଜବତ କରାଯାଇଛି I

Leave a Reply

Your email address will not be published. Required fields are marked *